ETV Bharat / bharat

ନଭେମ୍ବର 13 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର 13 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ନଭେମ୍ବର 13 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Nov 13, 2022, 7:08 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ସହଜ ଦିନ ରହିବ । ଆପଣ ନିଜର ଜିନିଷ ପତ୍ର ସଜାଡନ୍ତୁ ,ଏକ ବିଶ୍ରାମ କିମ୍ୱା ବ୍ୟବସାୟିକ ଗ୍ରସ୍ତ କାର୍ଡରେ ଅଛି । ଆପଣ ହଠାତ୍‍ ଅନ୍ତରରେ ଏକ ଆଲୋକପାତ ଅନୁଭବ କରିବେ ଯାହ ଭବିଷ୍ୟତରେ ଫଳପ୍ରଦ ହେବାର ପ୍ରମାଣିତ ହୋଇପାରେ । ଆପଣ ନିଜକୁ ପରିପ୍ରକାଶ କରିବାକୁ ଅଧିକ ସ୍ୱାଧୀନ ହୋଇଯିବେ । ଆଜିର ବିଚାର ମୂଲ୍ୟବାନ ହୋଇପାରେ ଯାହା ହଠାତ ଆପଣଙ୍କ ବିଚାର ବଦଳାଇପାରେ, ସେଥିପାଇଁ ଆପଣଙ୍କର ନିର୍ଣ୍ଣୟ ନେବାରେ ବିଳମ୍ୱ ହୋଇପାରେ । ସେହି ସମୟରେ ଆପଣ କୌଣସି ଲୋକଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ବିଶେଷତଃ ମହିଳାମାନଙ୍କଠାରୁ । ଖୁସୀ ରହନ୍ତୁ ମଜା କରନ୍ତୁ ।

ବୃଷ: ଆପଣ ଆଜି ସ୍ଥିର, ଶାନ୍ତ ରହନ୍ତୁ । ଆପଣଙ୍କର ଆନ୍ଦୋଳିତ ମନ ଆଜି ଅପ୍ରତିଭା ସୃଷ୍ଟି କରିବ । ଯାହାର ଫଳାଫଳ ସ୍ୱରୁପ ସମୟ ନଷ୍ଟ ହେବ । ମନ ଓ କାର୍ଯ୍ୟରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ। ପରସ୍ପର ମଧ୍ୟରେ ବୁଝାମଣା ଓ ବ୍ୟବସ୍ଥିତ ଏହି ମନ୍ତ୍ରର ପ୍ରୟୋଗରେ ଆପଣଙ୍କ ଦିନ ଗୁଡିକ ସହଜ ହେବ । ଏହା ବିଶେଷତଃ ଲେଖକ ଓ କଳାକାର ମାନଙ୍କପାଇଁ ଅଟେ । ଆପଣଙ୍କର ସୃଜନାତ୍ମକ ରସର ଧାର, ଏହି ଦିନଟି ପାଇଁ ସମସ୍ତ ସୃଜନାତ୍ମକ ପ୍ରବର୍ତ୍ତନ ପାଇଁ ପ୍ରଚୁର ଅବସର ଗୁଡିକୁ ଚିତ୍ରଣ କରୁଛି । ଆଜି କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ।

ମିଥୁନ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳ ମୟ ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ପରିବାର, ବନ୍ଧୁବର୍ଗ ଏବଂ ଆପଣଙ୍କର ଆନନ୍ଦ ପୁର୍ଣ୍ଣ ମନୋବୃତ୍ତି ଏକତ୍ର ମିଶି ଅଧିକ ଉଲ୍ଲାସମୟ କରିପାରିବେ । ଏକ ଅଧିକ ଉଲ୍ଲେଖନୀୟ ଏବଂ ଆଶ୍ଚର୍ଯ୍ୟଜନକ ଉପହାର ପ୍ରାପ୍ତ କରିବେ ଏବଂ ଶାନ୍ତି ପୁର୍ଣ୍ଣଭାବେ ଦିନଟି ଶେଷ କରିବେ ।

କର୍କଟ: ଆଜି ଆପଣଙ୍କର ମନରେ ଅପ୍ରତିଭା ଏବଂ ଦୁବିଧା ଲୁଚୁକାଳି ଖେଳିବ । ତେଣୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତ ନିଅନ୍ତୁ ନାହିଁ । ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣଙ୍କର ଜିହ୍ୱାକୁ ସଞ୍ଜତ କରନ୍ତୁ ନଚେତ୍‍ ଆପଣଙ୍କର ପରିବାରରେ ବିବାଦ ହୋଇପାରେ । ସେମାନେ ଆପଣଙ୍କୁ ନିରାଶ କରି ଛାଡି ଚାଲିଯିବେ । ଯଦି କିଛି ତର୍କ ବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରି ଆଗକୁଥିବା ଭୁଲ ବୁଝାମଣାକୁ ଦୁରେଇ ଦେବା ବହୁତ ଭଲ ହେବ । ଆପଣଙ୍କର ସ୍ୱାସ୍ଥ୍ୟ, ଧନ, ଖ୍ୟାତି ପାଇଁ ଅତିରିକ୍ତ ଧ୍ୟାନ ଦିଅନ୍ତୁ । ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ସିଂହ: ଏହି ରାଶି ବିଶେଷ ବ୍ୟକ୍ତିଙ୍କ ପାଇଁ କଠିନ ଲାଭ ଦାୟକ ଦିନ ଭାଗ୍ୟରେ ରହିଛି । ଆପଣଙ୍କ ମିତ୍ରମାନେ ଏବଂ ବିଶେଷତଃ ମହିଳା ଘନିଷ୍ଠ ମିତ୍ର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଖୁସୀ ହେବେ । ଦିନ କିମ୍ୱା ସପ୍ତାହ ପରେ ଉତ୍ତେଜନାକୁ ଶାନ୍ତ କରିବା ପାଇଁ ଏକ ସୁନ୍ଦର ସ୍ଥାନକୁ ଭ୍ରମଣକୁ ଯିବା ପାଇଁ ଏକ ଭଲ ନିର୍ଣ୍ଣୟ ହୋଇପାରେ । ଧନ ବଳରେ ଆନନ୍ଦ ଉପଭୋଗ କରନ୍ତୁ । ସେ ଯାହାହେଉ, ମନେରଖନ୍ତୁ ସମୟ କାହାକୁ ଅପେକ୍ଷା କରେ ନାହିଁ । ତେଣୁ ଏହି ମୁଲ୍ୟବାନ ସମୟ ନଷ୍ଟ କରନ୍ତୁ ନାହିଁ । ଆପଣଙ୍କର ବ୍ୟବସାୟ ପାଇଁ ଆର୍ଥିକ ଲାଭ କାର୍ଡରେ ଅଛି । ସୂର୍ଯ୍ୟୋଦୟର ପୁର୍ବ ହେଉଛି ପ୍ରଭାବର କାଳ ।

କନ୍ୟା: ବ୍ୟକ୍ତିଗତ ବ୍ୟସ୍ତତା ଦ୍ଵାରା ବ୍ୟବସାୟିକତା ଢାଙ୍କି ହୋଇଯିବ । ସମସ୍ୟାଗୁଡିକର ସିଧାସଳକ ସମ୍ମୁଖୀନ ହୋଇ ନିଜକୁ ସେଗୁଡିକରୁ ମୁକୁଳାଇ ଆଣନ୍ତୁ । ବିଶେଷ ଭାବେ ସଂଧ୍ୟାରେ ଭାବନାତ୍ମକ ଅବସ୍ଥାରେ ଲାଖି ଯାଆନ୍ତୁ ନାହିଁ ।

ତୁଳା: ଆଜି ଶାନ୍ତି କରିବାର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ରୁହନ୍ତୁ । ବଡ ପରିବାରକୁ ସମ୍ଭାଳିବାର ଆପଣଙ୍କ କ୍ଷମତାକୁ ସମସ୍ତେ ଜାଣିବେ । ସେଥିପାଇଁ ଆଜି କାର୍ଯ୍ୟସ୍ଥଳରେ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ମଧ୍ୟରେ କୌଣସି ଝଗଡାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ଵ ଦିଆଯାଇପାରେ । ଗବେଷଣା କାମ ମନ୍ଥର ହୋଇପାରେ, କିନ୍ତୁ ଭଲ କଥା ହେଉଛି ନୂଆ ଚୁକ୍ତିରେ ପ୍ରବେଶ କରିବା ପାଇଁ ଏହା ଏକ ଶୁଭ ଦିନ ।

ବିଛା: ଆପଣ ଦିନ ଦୁଇଟି ପ୍ରମୁଖ ଛାପରେ ଯିବ । ଦିନର ଗୋଟିଏ ଅଂଶରେ ଆପଣ ବିଷାଦଗ୍ରସ୍ତ ଓ ଭାବନାତ୍ମକ ହେବେ, ଅନ୍ୟ ସମୟଟି ଆପଣ ଭାବନାରେ ବହି ଯାଇ ନିଜ କାମକୁ ଉପେକ୍ଷା କରିବାରେ ନଷ୍ଟ କରିଥିବା ସମୟ ଠିକ କରିବାରେ ଯିବ ।

ଧନୁ: ହଠାତ ଆପଣ ଜାଣିଲେ କି ଆପଣ ପରିବାର ପ୍ରତି ସମ୍ପୂର୍ଣ୍ଣ ସମର୍ପିତ । ପରିଚିତ ଓ ସମ୍ଵନ୍ଧୀ ଆପଣଙ୍କ ଜୀବନର ମୂଳ । ଆପଣଙ୍କ ପିଲାମାନଙ୍କୁ ପ୍ରେମ ଓ ସ୍ନେହ ଦେବା ଆପଣଙ୍କୁ ସନ୍ତୁଷ୍ଟି ଦେବ । ଆପଣଙ୍କ ଜୀବନସାଥୀ ସହ ଭଲ ସମୟ କାଟନ୍ତୁ ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ବ୍ୟବସାୟୀ, କର୍ମଚାରୀ, ଗୃହିଣୀ ଏବଂ ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସେମାନେ ଦିନଟିକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିପାରିବେ । ପାରିବାରିକ ଜୀବନରେ,ବୃତ୍ତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତୃମାନେ ପରାଜୟ ବରଣ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ ।

କୁମ୍ଭ: ଆଜି ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦିନ ତମାମ ଆପଣ ଆତୁର ଓ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ନିଜର ବିବାଦୀୟ ମନୋବୃତିକୁ ପ୍ରତ୍ଯାହାର କରି ସବୁବେଳ ପାଇଁ ଶାନ୍ତ ରହିବା ଉଚିତ୍‍ । ଆପଣଙ୍କୁ କିଏ ଉତ୍ତେଜିତ କରୁଛି ବୋଲି ଆପଣ ଧନ୍ଦି ହୋଇପାରନ୍ତି । ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନ ଶୀଳତାକୁ ଉତ୍ସାହିତ କରିପାରେ । ଆପଣଙ୍କ ମେଧାଶକ୍ତି ପ୍ରଖର ଥିବା ହେତୁ ଆପଣ ମେଧାବୀ ମାନଙ୍କ ଗହଣରେ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ ।

ମୀନ: ଆଜି ଦିନଟିରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି କାରଣ ଯୋଗୁଁ ଆପଣଙ୍କ ଦିନଟି ଭଲରେ କଟିବ ନାହିଁ । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ, ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷାକରନ୍ତୁ । କର୍ମଚାରୀମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆଜି ଆପଣ ନିଜର ସମ୍ପତ୍ତି କିିମ୍ୱା ଯାନବାହାନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.