ETV Bharat / bharat

ଅଗଷ୍ଟ ୧୩ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅଗଷ୍ଟ ୧୩ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଅଗଷ୍ଟ ୧୩ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Aug 13, 2022, 12:00 AM IST

ମେଷ: ଆଜି ବନ୍ଧୁମିଳନ ହେବ । ଆପଣ ଉପହାର ଗ୍ରହଣ କରିପାରନ୍ତି । ସାଙ୍ଗମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହିବେ । ଆପଣଙ୍କ ଭବିଷ୍ୟତ ପାଇଁ ନୂଆ ବନ୍ଧୁମାନେ ଲାଭଦାୟୀ ହେବେ । ଆପଣଙ୍କ ପିଲାମାନେ ଆପଣଙ୍କ ଭାଗ୍ୟକୁ ଅଧିକ ପ୍ରୋତ୍ସାହିତ କରିପାରନ୍ତି । କୌଣସି ପର୍ଯ୍ୟଟନ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି ।

ବୃଷ: ଆଜି ସମସ୍ତ ଅଫିସ୍‌ ଯିବା ଲୋକମାନଙ୍କ ପାଇଁ ହସଖୁସି ଭରା ଭାଗ୍ୟଶାଳୀ ଦିନଟିଏ ରହିବ । ସଫଳତାର ସହ ନୂଆ କାର୍ଯ୍ୟ ମିଳିବ । ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସପକ୍ଷରେ ଯିବେ । ପୁରସ୍କାର ଏବଂ ପଦୋନ୍ନତି ହେବାର ସମ୍ଭାବନା ଅଛି । ଘରୋଇ ଦ୍ୱନ୍ଦ ଆଶା କରାଯାଏ । ଅସମ୍ପୁର୍ଣ୍ଣ କାର୍ଯ୍ୟ ସନ୍ତୁଷ୍ଟତାର ସହ ଶେଷ ହେବ ।

ମିଥୁନ: ନୂଆ କାର୍ଯ୍ୟ ହାତକୁ ନେବା ପାଇଁ ଏହି ଦିନଟି ଅନୁକୂଳ ନୁହେଁ । ଆପଣ କ୍ଲାନ୍ତ, ଅଳସୁଆ, ଅନାଗ୍ରହୀ ଅନୁଭବ କରିପାରନ୍ତି । ପେଟ ଜନିତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟୀକ ଭାବରେ, କୌଣସି ବିଷୟ ଆପଣଙ୍କ ସପକ୍ଷରେ ଯାଇ ନପାରେ ।ଆପଣ ଆପଣଙ୍କ ଉପରସ୍ଥ ଅଧିକାରୀମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଅଦରକାରୀ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଯୋଜନା ଏବଂ ସିଦ୍ଧାନ୍ତ ଆଗକୁ ଘୁଞ୍ଚିଯିବାର ଅଛି ।

କର୍କଟ: ଆଜି ଦିନରେ ଆପଣ ଯାହା କରିବେ ସେଥିପ୍ରତି ଅତ୍ୟନ୍ତ ଯତ୍ନଶୀଳ ହେବେ । ପରିବାରରେ ଗଣ୍ଡଗୋଳକୁ ବର୍ଜନ କରନ୍ତୁ । ସାରାଦିନ ବିନମ୍ର ରୁହନ୍ତୁ । ଯୋଜନା ନଥିବା ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ । ଅନୈତିକ ଏବଂ ବେଆଇନ୍‌ କାର୍ଯ୍ୟରୁ ଦୁରରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରାର୍ଥନା ଏବଂ ଧ୍ୟାନ ଆପଣଙ୍କୁ ଅନେକ ଗୁଣରେ ସାହାଯ୍ୟ କରିବ ।

ସିଂହ: ଆପଣ ଏବଂ ଆପଣଙ୍କ ସ୍ତ୍ରୀ/ସ୍ୱାମୀ ମଧ୍ୟରେ ବିରକ୍ତି ଭାବ ଆପଣ ଉଭୟଙ୍କ ଯନ୍ତ୍ରଣାର କାରଣ ହେବ । ସ୍ତ୍ରୀ/ସ୍ୱାମୀ କିଛି ଅସୁସ୍ଥ ଅନୁଭବ କରିବେ । ବିଶେଷ କରି ଆପଣଙ୍କ ଅନୁଷ୍ଠାନ ଏବଂ ବ୍ୟବସାୟ ପାର୍ଟନରଙ୍କ ସହ କଥାବାର୍ତ୍ତା କରିବା ବେଳେ ସାବଧାନତା ଅବଲମ୍ବନ କରିବେ । ବେକାର ଭାବନା ଏବଂ କଥାରେ ସଂଶ୍ଳିଷ୍ଟ ହିଅନ୍ତୁ ନାହିଁ ।

କନ୍ୟା: ଆଜି ଆପଣ ସବୁଠାରୁ ଅଧିକ ଖୁସି ଅନୁଭବ କରିବେ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ଭାବନାତ୍ମକ ଭାବେ ଖୁସି ହେବେ । ବିଶେଷ କରି ଆପଣଙ୍କ ବନ୍ଧୁ ଏବଂ ସହକର୍ମୀ ଆପଣଙ୍କୁ ସହଯୋଗ ଦେଖାଇବେ । ଆପଣଙ୍କ ଲାଗି ରହିଥିବା ଅସୁସ୍ଥତା ଧିରେ ଧିରେ ପୂର୍ଣ୍ଣ କରିବ । ଆପଣଙ୍କ ଘର ଏବଂ ପରିବାର ତରଫରୁ ଭଲ ଖବର ଆଶା କରାଯାଏ ।

ତୁଳା: ଦିନଟି ଅନ୍ୟ ଦିନମାନଙ୍କ ପରି ଯିବ । କିଛି ବିଶେଷ ଭଲ ହେବାର ନାହିଁ । ପିଲାମାନଙ୍କ ସମ୍ପର୍କିତ ବିଷୟ ଆପଣଙ୍କୁ ବିରକ୍ତି ଭାବ ପ୍ରକାଶ କରାଇବ । ଯଦି ଆପଣ ଜଣେ ଛାତ୍ର ତେବେ, ଆପଣ ପାଠପଢାରେ ଏକାଗ୍ରତା ଆଣିବା କଷ୍ଟସାଧ୍ୟ ହେବ । ଅଦରକାରୀ, କଳହପୂର୍ଣ୍ଣ ଆଲୋଚନାରେ ଲାଗି ରୁହନ୍ତୁ ନାହିଁ ।

ବିଛା: ଆଜି ଆପଣ ମାନସିକ ଏବଂ ଶାରୀରିକ ଦୃଷ୍ଟିକୋଣରୁ ବିରକ୍ତି ଏବଂ ଚିନ୍ତିତ ଅନୁଭବ କରିପାରନ୍ତି । ଆପଣ ଶାନ୍ତ ଏବଂ ନିରବ ଭାବରେ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଏ । ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟ ଅଧିକ ସ୍ନେହୀ ଏବଂ ବୁଝାମଣା ପ୍ରିୟ ନହୋଇପାରନ୍ତି ।ଆର୍ଥିକ ହାନୀ ଆଶା କରାଯାଏ । ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ ମାରନ୍ତୁ ନାହିଁ ।

ଧନୁ: ଆଜି ଦିନଟି ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି କିମ୍ୱା ବନ୍ଧୁ ଓ ପରିବାର ସହ ବାହାରକୁ ବୁଲି ଯାଇପାରନ୍ତି । ଗ୍ରହ ମାନଙ୍କର ଶୁଭ ଦୃଷ୍ଟିରୁ ଆପଣଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିପାରେ । ଦିନଟିର ପ୍ରାରମ୍ଭରୁ ଭାଗ୍ୟ ଆପଣଙ୍କ ପାଖେ ପାଖେ ରହିବ । ଶାରୀରିକ ସୁସ୍ଥତା ବଜାୟ ରହିବ । ନିଜର ପରିବାର ଓ ଭାଇ ଭଉଣୀଙ୍କ ସହ ପରିଭ୍ରମଣରେ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ଆଧ୍ୟାତ୍ମିକ ଆଲୋଚନା ଏବଂ ଜୀବାତ୍ମା ଓ ପରମାତ୍ମାର ମିଳନ ସଂକ୍ରାନ୍ତ ବିଷୟରେ ଚର୍ଚ୍ଚା କରିବାକୁ ଉତ୍ସାହିତ ହେବେ ।

ମକର: ଆପଣ ପରିବାର ଭିତରେ କଳହ ଏବଂ ଗଣ୍ଡଗୋଳ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଆପଣ କୋମଳ ଭାଷୀ ରହିବେ ତେବେ ସମସ୍ୟାଠାରୁ ଦୂରରେ ରହିବେ । ଆଜି ଷ୍ଟକ୍‌ ଏବଂ ସେୟାରରେ ନିବେଶ କରିପାରନ୍ତି । ଶରୀର ପକ୍ଷେ ଆପଣ ଅତ୍ୟନ୍ତ ଭଲ ହୋଇ ନ ପାରନ୍ତି । ଆଖି ସମସ୍ୟା ଦେଖା ଦେଇପାରେ । ଛାତ୍ରମାନେ ନିଜ ପାଇଁ କଠିନ ପରିଶ୍ରମ କରିପାରନ୍ତି ।

କୁମ୍ଭ: ‌ଆଜି ଦିନଟି ଆପଣଙ୍କ ପାଇଁ ଖିସି ଏବଂ ଲାଭଦାୟକ ଦିନ ହେବ ।ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଆପଣ ଉଭୟ ମାନସିକ ଏବଂ ଆଧ୍ୟାତ୍ମିକ ଭାବରେ ଖୁସି ଅନୁଭବ କରିବେ । ଆଜି ଦିନରେ ଆପଣ ଆପଣଙ୍କ ବନ୍ଧୁ ଏବଂ ପରିବାର ବର୍ଗଙ୍କ ଆନନ୍ଦରେ ଖିଆପିଆ କରି ଉପହାର ଗ୍ରହଣ କରି ବାହାରେ ସମୟ ବିତାଇବେ । ଆପଣ ସାରାଦିନ ଆଧ୍ୟାତ୍ମିକ ଭାବନା ଅନୁଭବ କରିବେ ।

ମୀନ: ଆପଣଙ୍କ ଲୋଭ ଏବଂ ଆଶାକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅର୍ଥ ସମ୍ବନ୍ଧୀୟ ବିଷୟ ହ୍ୟାଣ୍ଡେଲିଙ୍ଗ କରିବାବେଳେ ସାବଧାନତା ଅବଲମ୍ବନ କରିବାକୁ ପଡିବ । କଥାବାର୍ତ୍ତା ଏବଂ ନିବେଶ କରିବା ପୂର୍ବରୁ ଦୁଇଥର ଭାବନ୍ତୁ । ଆପଣଙ୍କ ଶରୀର ଆପଣଙ୍କୁ ହଇରାଣରେ ପକାଇଦେଇପାରେ । ମାନସିକ ଭାବରେ, ଆପଣଙ୍କୁ ଲକ୍ଷ୍ୟ ଏବଂ ସନ୍ତୁଳନ ବଜାୟ ରଖିବାରେ କଷ୍ଟସାଧ୍ୟ ହେବ । ପାରିବାରିକ କଳହ ହେବାର ସମ୍ବାବନା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.