ETV Bharat / bharat

ମିଠାକଥାରେ ସମସ୍ତଙ୍କୁ ଆକର୍ଷଣ କରିବେ, ଯାତ୍ରା ପାଇଁ ଏହି ରାଶିର ବ୍ୟକ୍ତିଙ୍କ ଦିନଟି ଶୁଭ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Nov 10, 2023, 12:05 AM IST

ମେଷ: ଆଜି ଏକ ଆନନ୍ଦ ଉଲ୍ଳାସର ଦିନ ଅଟେ । ଆପଣଙ୍କ ବିନିଯୋଗ ଅର୍ଥରୁ ପ୍ରଚୁର ଲାଭ ମିଳିବ । ଆପଣ ଅର୍ଥ ସମ୍ବନ୍ଧୀୟ ସେମିନାରରେ ଯୋଗ ଦେବେ କିମ୍ୱା ପରିଚାଳନା କରିବେ । ତେଣୁ ଆପଣ ନିଜ ଧନ୍ଦା ସମ୍ପର୍କିତ ଜଡ଼ିତ ଥିବା ଲୋକଙ୍କ ସଙ୍ଗେ ମିଶିବାର ସୁଯୋଗ ପାଇବେ । ନିଜର ବୁଦ୍ଧି ଖଟାଇ ପ୍ରଜ୍ଞାଶାଳୀ ଯୋଜନା ପାଇଁ କାମ କରି ନିଜକୁ ଭାଗ୍ୟବାନ ମଣିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇ ପାରନ୍ତି । କଠିନ ପରିଶ୍ରମ କରିବା ପାଇଁ ଦିନଟି ଅତି ଶୁଭଙ୍କର ଅଟେ । ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି ଅବ୍ୟାହିତ ରହିବ ।

ବୃଷ: ମିଠାକଥାରେ ସମସ୍ତଙ୍କୁ ଆକର୍ଷଣ କରିବେ । ବନ୍ଧୁଙ୍କର ସଂଖ୍ୟା ବୃଦ୍ଧି ପାଇପାରେ । ଅନେକ ଘଟଣାରେ ସଫଳ ବ୍ୟକ୍ତିତ୍ୱ ଭାବେ ପରିଚିତ ହେବେ । ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ନିଜର କାର୍ଯ୍ୟ ଦକ୍ଷତା ବଳରେ ନିଜ କାର୍ଯ୍ୟରେ ମଧ୍ୟ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଆଜି ଆପଣ ଯାହା ଇଛା କରିବେ ତାହା ଅକ୍ଲେଶରେ ପାଇପାରିବେ।

ମିଥୁନ: ଆଜି ମନ ବିଚଳିତ ରହିବ । ମନରେ ଦ୍ୱନ୍ଦ୍ୱ ଓ ଦୁର୍ବଳ ଚିନ୍ତାଧାରା ପାଇଁ ଆପଣ କ୍ଲାନ୍ତି ଅନୁଭବ କରିବେ । କୌଣସି ଅନୈତିକ ସମ୍ପର୍କ ଆପଣଙ୍କ ପରିବାରରେ କଳହ ଆଣିବ । ଆଜି ଯାତ୍ରା ନକରି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖନ୍ତୁ । ଖଳ ପ୍ରକୃତିର ଲୋକଙ୍କଠାରୁ ଦୁରେଇ ରୁହନ୍ତୁ । ଧ୍ୟାନ କଲେ ମାନସିକ ଶାନ୍ତି ମିଳିପାରେ ।

କର୍କଟ : ଆଜି ଭାଇମାନଙ୍କଠାରୁ କିଛି ସାହାଯ୍ୟ ପାଇବେ । ବନ୍ଧୁମାନଙ୍କ ସହ ମିଳନ ଏବଂ ପ୍ରିୟଜନଙ୍କ ରୌଶ୍ୟରୁ ଆପଣ ଲାଭବାନ ହେବେ । କୌଣସି ଏକ ରମଣୀୟ ସ୍ଥାନ ଦେଖିବାକୁ ଯାଇପାରନ୍ତି । ଆଜି ଆପଣ ସବୁକାର୍ଯ୍ୟରେ ସଫଳତା ହାସଲ କରିବେ। ଶତ୍ରୁ ତଥା ଦୁର୍ଜନମାନେ ପରାଜିତ ହେବେ। ଆପଣଙ୍କର ଭାବାବେଗ ପ୍ରିୟଜନଙ୍କ ସହିତ ସମ୍ପର୍କକୁ ବୃଦ୍ଧି କରିବ । ବିଭିନ୍ନ ଘଟଣାବଳୀରୁ ଜଣାପଡିବ ଯେ ଆଜି ଦିନଟିରେ ଆପଣଙ୍କର ଭାଗ୍ୟ ଅନୁକୂଳ ଅଛି । ସମାଜିକ ଜୀବନରେ ପ୍ରତିଭା ଓ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ୱଚ୍ଛଳତାର ବୃଦ୍ଧି ବି ହୋଇପାରେ।

ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଦିନଟିକୁ କିପରି କାଟିବେ ତାହା ଆପଣଙ୍କ ବିଚଳିତ ମନ ଠିକ୍ କରିପାରିବ ନାହିଁ । ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ । ବହୁ ଦୂରତ୍ୱରେ ରହୁଥିବା ବନ୍ଧୁଙ୍କ ସହ ନିଗୁ଼ଢ ବନ୍ଧନରେ ବାନ୍ଧିହୋଇ ପଡିବେ । ଏହି ସମ୍ପର୍କ ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ ପ୍ରଦାନ କରିପାରେ । ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ । ନିଜର କଠିନ ପରିଶ୍ରମର ଫଳ ଆଜି ମିଳିବ ନାହିଁ ।

କନ୍ୟା: ଆଜି ଦିନଟି ଶୁଭ ଫଳଦାୟକ ଅଟେ । ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯେ କୌଣସି ଯାତ୍ରା ପାଇଁ ଦିନଟି ଶୁଭ ଅଟେ ।

ତୁଳା: ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଯଦି ପାରନ୍ତି ତାହେଲେ କୌଣସି ପ୍ରକାର ଯୁକ୍ତିତର୍କ କିମ୍ୱା ଅଦରକାରୀ ଆଲୋଚନା କରନ୍ତୁ ନାହିଁ। ପରିବାରର ଜଣେ ସଦସ୍ୟଙ୍କ ସଙ୍ଗେ ପାଟିତୁଣ୍ଡ ହୋଇପାରେ । ଆଜି କିଛି ଶାରିୀରିକ ଅସୁସ୍ଥତା ଭୋଗିପାରନ୍ତି ଏବଂ ଏହା ଜୀବନପ୍ରତି ବିପଦ ଆଣିପାରେ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆଜି ଆପଣ ନିଜକୁ କୋର୍ଟ କଚେରୀ ମାମଲାରୁ ଦୁରେଇ ରଖନ୍ତୁ । ନଚେତ୍ ନିଜର ସମ୍ମାନର ଅଧୋଗତି ଘଟିବ । ଏପରି ଘଡିସନ୍ଧି ମୁହୁର୍ତ୍ତରେ ଠାକୁର ପୂଜା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ ।

ବିଛା: ଆଜି ଏକ ଲାଭଜନକ ଦିନ ଅଟେ । ଆପଣ ଆଜି ଦିନଟିକୁ ଯେମିତି ଚାହିଁବେ ସେମିତି ଉପଭୋଗ କରିପାରିବେ । ଅବିବାହିତ ଯୁବକ ଯୁବତୀମାନଙ୍କ ପାଇଁ ବିବାହ ସୁତ୍ରରେ ବାନ୍ଧି ହେବାର ଆଜି ଏକ ଶୁଭ ଦିନ ଅଟେ । ବ୍ୟବସାୟ ପରିଚାଳନା ଓ ବୁଦ୍ଧିରେ ଅତି ଆଗ୍ରହୀ ବ୍ୟକ୍ତି ପ୍ରଚୁର ଅର୍ଥଲାଭ କରିବେ । ଚାକିରିଆମାନଙ୍କ କ୍ଷେତ୍ରରେ ସେମାନେ ସେମାନଙ୍କର ହାକିମଙ୍କ ଶୁଭ ଦୃଷ୍ଟିରେ ରହିପାରନ୍ତି । ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ସେ ପ୍ରଶଂସା କରିବେ । ଆପଣ ନିଜର ବନ୍ଧୁଙ୍କ ସହ ସାକ୍ଷାତ କରିବେ । ଆପଣ ଏକ ବିସ୍ମୟଜନକ ସୌନ୍ଦର୍ଯ୍ୟରେ ଭରପୁର ଜାଗାକୁ ବୁଲିବାକୁ ଯାଇପାରନ୍ତି।

ଧନୁ: ଆଜି ଦିନରେ ଅନ୍ୟମାନଙ୍କୁ ସାହାଯ୍ୟ ପ୍ରଦାନ କରି ପାଖ ପଡୋଶୀଙ୍କ ପ୍ରଶଂସା ଭାଜନ ହେବେ। ଉପରିସ୍ଥ ହାକିମଙ୍କୁ ପ୍ରଭାବିତ କରି ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି। ବ୍ୟବସାୟ ସଂକ୍ରାନ୍ତରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜର ପିତାଙ୍କ ଠାରୁ କିଛି ସୁଖବର ପାଇପାରନ୍ତି । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଶୁଭଙ୍କର ମନେ ହେବ ।

ମକର: ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତଫଳ ପ୍ରଦାନକାରୀ ଦିନ ଅଟେ । କଳା ଓ ସାହିତ୍ୟ ସମ୍ପର୍କିତ ଗୋଟିଏ ନୂତନ ଯୋଜନା ଆପଣ ହାତକୁ ନେଇ ସଫଳତା ଲାଭ କରିପାରନ୍ତି । ନିଜର ଚିନ୍ତନଶୀଳ ମନୋବୃତ୍ତିର ସଫଳ ରୁପାୟନ ନିମନ୍ତେ ଏକ ପୁସ୍ତକ ପଠନ ମେଳାର ଆୟୋଜନ କରିପାରନ୍ତି । ସରକାରୀ କାର୍ଯ୍ୟରେ ଆପଣ କିଛି ଦୁର୍ଦଶାର ସମ୍ମୁଖୀନ ହୋଇପାରନ୍ତି । ଆଳସ୍ୟ ଓ କ୍ରୋଧ ଆପଣଙ୍କ ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ।

କୁମ୍ଭ: ବହୁ ଅସନ୍ତୋଷ ଯୋଗୁଁ ମନ ଭାରାକ୍ରାନ୍ତ ରହିବା ସହିତ ଉତ୍ତେଜନା ଓ କ୍ରୋଧ ପ୍ରକାଶ ପାଇବ । ଭଗବାନଙ୍କୁ ପ୍ରାର୍ଥନା ଓ ଧ୍ୟାନରତ ହେଲେ ମାନସିକ ଶାନ୍ତି ଫେରି ଆସିପାରେ । ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆପଣଙ୍କ ନୈରାଶବାଦୀ ଭାବରେ ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ, ଅନ୍ୟ କାହା ମନରେ ଆଘାତ ଦେଇ ପାରେ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢ଼ିଯାଇପାରେ ।

ମୀନ: ଆଜି ଭାଗ୍ୟ ଉଜ୍ଜଳ ଅଟେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । କିଛି ସମୟ ମଜାରେ ଅତିବାହିତ କରନ୍ତୁ । ପରିବାର ବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ ବୁଲନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ସାଙ୍ଗରେ ସୁଖଦ ମୂହୁର୍ତ୍ତ ବିତାନ୍ତୁ । ମାନସିକ ଶାନ୍ତି ତଥା ଶାରୀରିକ କ୍ଳାନ୍ତି ଦୂରେଇ ଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.