ETV Bharat / bharat

HP Election Result Live Update: ବଜାୟ ରହିଲା ପରମ୍ପରା , କଂଗ୍ରେସ ଦଖଲରେ ୪୦ ଆସନ

author img

By

Published : Dec 8, 2022, 8:04 AM IST

Updated : Dec 8, 2022, 4:50 PM IST

HP Election Result
HP Election Result

16:48 December 08

ସରିଲା ଭୋଟ ଗଣତି, ବଜାୟ ରହିଲା ପରମ୍ପରା

ହିମାଚଳ ପ୍ରଦେଶରେ ସରିଲା ଭୋଟ ଗଣତି । ୬୮ଟି ଆସନର ସ୍ପଷ୍ଟ ହେଲା ଫଳାଫଳ । ବଜାୟ ରିହିଲା ପରମ୍ପରା । ହିମାଚଳରେ ବିଜୟ ଲାଭ କଲା କଂଗ୍ରେସ । ମୋଟ ୪୦ ଆସନ ଅକ୍ତିଆର କଲା ହାତ । କଂଗ୍ରେସ ୨୪ ଆସନରେ ବିଜୟୀ ହୋଇଥିବା ବେଳେ ଆପ ଖାତା ଖୋଲିବାରେ ବିଫଳ ହୋଇଛି । ୩ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

16:13 December 08

୬୮ଟି ଆସନ ମଧ୍ୟରୁ ୬୬ଟି ଆସନର ଫଳାଫଳ ସ୍ପଷ୍ଟ, ୩୯ ସିଟ କବଜା କଲା କଂଗ୍ରେସ

ହିମାଚଳ ପ୍ରଦେଶରେ ୬୮ଟି ଆସନ ମଧ୍ୟରୁ ୬୬ ଟି ଆସନର ଫଳାଫଳ ସ୍ପଷ୍ଟ ହୋଇଛି । ଆଉ ୨ ଆସନରେ ଗଣତି ଜାରି ରହିଛି । କଂଗ୍ରେସ ୩୯ ସିଟରେ ବିଜୟୀ ହୋଇଛି ।

14:40 December 08

ହିମାଚଳ ପ୍ରଦେଶରେ ୩୬ଟି ଆସନ କବଜା କଲା କଂଗ୍ରେସ

ହିମାଚଳ ପ୍ରଦେଶରେ ଆଗେଇ ଚାଲିଛି କଂଗ୍ରେସ । ୩୬ସିଟରେ କଂଗ୍ରେସର ବାଜିମାତ । ୨୩ଟି ଆସନରେ ବିଜେପିର ବାଜିମାତ ।

13:54 December 08

ବିଜେପିକୁ ପଛରେ ପକାଇଲା କଂଗ୍ରେସ

ହିମାଚଳ ପ୍ରଦେଶରେ ଆଗରେ କଂଗ୍ରେସ । ୨୪ ଆସନରେ କଂଗ୍ରେସର ବାଜିମାତ । ୧୯ ଆସନ ଗଲା ବିଜେପି ଖାତାକୁ ।

12:36 December 08

ବରାବର ସ୍ଥିତିରେ ବିଜେପି କଂଗ୍ରେସ

ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର । କଂଗ୍ରେସ ୨୭ଟି ଆସନରେ ଲିଡ କରୁଥିବା ବେଳେ ୯ଟି ଆସନରେ ବିଜୟୀ ହୋଇଛି । ସେହିପରି ବିଜେପି ୨୦ ଆସନରେ ଲିଡ କରୁଥିବା ବେଲେ ୯ ଆସନରେ ବିଜୟୀ ହୋଇଛି । ଆପ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ ।

12:14 December 08

ହିମାଚଳ ପ୍ରଦେଶରେ ୮ଟି ଆସନରେ ବିଜେପିର ବାଜିମାତ

ହିମାଚଳ ପ୍ରଦେଶରେ ପରମ୍ପରା ବଦଳିବା ନେଇ ସଙ୍କେତ । ୮ଟି ଆସନରେ ବିଜେପିର ବାଜିମାତ । ମାତ୍ର ୩ଟି ଆସନରେ ବିଜୟୀ ହୋଇଛି କଂଗ୍ରେସ ।

11:38 December 08

ହିମାଚଳ ପ୍ରଦେଶରେ ୪ଟି ସିଟରେ ବିଜେପରି ବାଜିମାତ

ହିମାଚଳ ପ୍ରଦେଶରେ ୨୫ଟି ଆସନରେ ଲିଡ କରୁଛି ବିଜେପି । ୪ଟି ସିଟରେ ବିଜେପରି ବାଜିମାତ । କଂଗ୍ରେସ ୩୬ ଟି ଆସନରେ ଲିଡ କରୁଥିବା ବେଳେ ଗୋଟିଏ ଆସନରେ ବିଜୟୀ ହୋଇଛି ।

11:24 December 08

ସରାଜ ବିଧାନସଭା ଆସନରେ ବିଜେପିର ମାଜିମାତ

ହିମାଚଳ ପ୍ରଦେଶ ସରାଜ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ବାଜିମାତ ।

11:00 December 08

ସୁନ୍ଦରନଗର ଆସନରେ ବିଜେପି ପ୍ରାର୍ଥୀ ରାକେଶ କୁମାର ବିଜୟୀ

ସୁନ୍ଦରନଗର ବିଧାନସଭା ଆସନରେ ବିଜେପିର ବାଜିମାତ । ବିଜେପି ପ୍ରାର୍ଥୀ ରାକେଶ କୁମାର ବିଜୟୀ ହୋଇଥିବା ସୂଚନା ।

10:40 December 08

ପୁଣି ପଛରେ ପଡିଲା କଂଗ୍ରେସ, ଆଗରେ ବିଜେପି

ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର । ୩୦ଟି ଆସନରେ ଲିଡ କରି ପୁଣି ପଛରେ ପଡିଲା କଂଗ୍ରେସ । ୩୪ଟି ଆସନରେ ଆଗରେ ବିଜେପି ।

10:37 December 08

ହମିରପୁର ବିଧାନସଭା ଆସନରେ 535 ଭୋଟରେ ଆଗରେ ବିଜେପି

ହିମାଚଳ ପ୍ରଦେଶରେ ଜାରି ରହିଛି ଭୋଟ ଗଣତି । ହମିରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଭୋରଞ୍ଜରେ ବିଜେପି ପ୍ରାର୍ଥୀ 1535 ଭୋଟରେ ଆଗୁଆ ରହିଛନ୍ତି ।

10:17 December 08

ପୁଣି ଆଗେଇଲା କଂଗ୍ରେସ, ପଛରେ ପଡିଲା ବିଜେପି

ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର । କଂଗ୍ରେସ ୩୪ଟି ସିଟରେ ଆଗରେ ରହିଥିବା ବେଳେ ୩୧ ସିଟରେ ଆଗେର ରହିଛି ବିଜେପି ।

09:48 December 08

ହିମାଚଳ ପ୍ରଦେଶରେ ଆଗରେ ବିଜେପି, ପଛରେ ପଡିଲା ଗଂଗ୍ରେସ

ହିମାଚଳ ପ୍ରଦେଶରେ ଭାଙ୍ଗିବ କି ପରମ୍ପରା । କାହିଁକି ନା ବର୍ତ୍ତମାନ ୩୩ଟି ଆସନରେ ବିଜେପି ଆଗରେ ରହିଥିବା ବେଳେ ୩୧ଟି ଆସନରେ କଂଗ୍ରେସ ଆଗରେ ରହିଛି । ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟି ଆସନରେ ଲିଡ କରୁଛନ୍ତି ।

09:34 December 08

ଫତେହପୁର ବିଧାନସଭା ଆସନରେ ଲିଡ କରୁଛି କଂଗ୍ରେସ

ଫତେହପୁର ବିଧାନସଭା ଆସନରେ ବର୍ତ୍ତମାନ ସୁଦ୍ଧା 2667 ଭୋଟରେ ଆଗରେ ରହିଛି କଂଗ୍ରେସ । ସେହିପରି 2495 ଭୋଟରେ ଦ୍ବିତୀୟରେ ରହିଛି ବିଜେପି ଓ ଆପକୁ ମିଳିଛି ୪୧ଟି ଭୋଟ ।

09:15 December 08

ହିମାଚଳ ପ୍ରଦେଶରେ ଆଗେଇ ଚାଲିଛି କଂଗ୍ରେସ, ପଛରେ ପଡିଛି ବିଜେପି

ହିମାଚଳ ପ୍ରଦେଶରେ ଆଗେଇ ଚାଲିଛି କଂଗ୍ରେସ । ବର୍ତ୍ତମାନ ସୁଦ୍ଧା ୩୦ ସିଟରେ କଂଗ୍ରେସ ଆଗରେ ରହିଥିବା ବେଳେ, ୨୬ଟି ସିଟରେ ଆଗରେ ରହିଛି ବିଜେପି ।

09:03 December 08

୨୮ ଆସନରେ ଲିଡ କରୁଛି କଂଗ୍ରେସ

ହିମାଚଳ ପ୍ରଦେଶର ୬୮ ବିଧାନସଭା ଆସନ ପାଇଁ ଜାରି ରହିଛି ଭୋଟ ଗଣତି । ୨୮ ଆସନରେ ଲିଡ କରୁଛି କଂଗ୍ରେସ ।

08:34 December 08

କଡା ଟକ୍କର: ଆଗୁଆ ଚାଲିଛି କଂଗ୍ରେସ

ହିମାଚଳ ପ୍ରଦେଶର ଶିମଲାରେ ଆରମ୍ଭ ହେଲା ଭୋଟ ଗଣତି । ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଖୋଲିଲା ଇଭିଏମ, ଆରମ୍ଭ ହେଲା ଭୋଟ ଗଣତି । ସେପଟେ ପାରମ୍ଭିକ ଭୋଟ ଗଣତିରେ ବିଜେପିଠୁ ଆଗରେ ରହିଛି କଂଗ୍ରେସ । କଂଗ୍ରେସ 22ଟି ସିଟ୍‌ରେ ଲିଡ୍‌ କରୁଥିବା ବେଳେ ବିଜେପି 20ଟି ସିଟରେ ଲିଡ୍‌ କରୁଛି ।

06:50 December 08

HP Election Result Live Update:ପରମ୍ପରା ନା ପରିବର୍ତ୍ତନ, ଆରମ୍ଭ ହେଲା ଭୋଟ ଗଣତି

ଶିମଲା: ଏଥର ପରମ୍ପରା ନା ପରିବର୍ତ୍ତନ । କିଏ ହେବ ପାହାଡି ଇଲାକାର ରାଜା ? ଆଜି ଆସିବ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ । ମୋଟ ୬୮ଟି ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । କଡା ସୁରକ୍ଷା ବଳ ମଧ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି।

Last Updated : Dec 8, 2022, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.