ETV Bharat / bharat

Snowfall in Sikkim: ନାଥୁଲାପାସରେ ଫସିଲେ ୧୦୨୭ ପର୍ଯ୍ୟଟକ, ଉଦ୍ଧାରକାର୍ଯ୍ୟ ଜାରି

author img

By

Published : Dec 26, 2021, 7:38 PM IST

ସିକ୍କିମ ନାଥୁଲା ପାସରେ ତୁଷାରପାତ (heavy Snowfall in Sikkim) । ଫସିଲେ ୧୦୨୭ ପର୍ଯ୍ୟଟକ (1027 tourist stranded)। ସେନାର ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

heavy Snowfall in Sikkim Nathula stranded one thousand and above tourists
Snowfall in Sikkim: ସିକ୍କିମ ନାଥୁଲାରେ ବରଫପାତ , ଫଶିଲେ ୧୦୨୭ ପର୍ଯ୍ୟଟକ

ଗାଙ୍ଗଟକ: ସିକ୍କିମ ନାଥୁଲାପାସରେ ଫସିଲେ ପର୍ଯ୍ୟଟକ (heavy Snowfall in Sikkim)। ଫସିଥିବା ୧୦୨୭ ପର୍ଯ୍ୟଟକଙ୍କୁ ସେନା ଦେଇଛି ଆଶ୍ରୟ (1027 tourist stranded)। ପ୍ରବଳ ତୁଷାରପାତ ଯୋଗୁଁ ନାଥୁଲାରେ ଫସିଲେ ୧୦୨୭ ପର୍ଯ୍ୟଟକ ।

ଶନିବାର ଅପରାହ୍ନରୁ ସକ୍କିମର ନାଥୁଲା ଅଞ୍ଚଳରେ ପ୍ରବଳ ବରଫପାତ ହେଉଛି। ଫସିଥିବା ପର୍ଯ୍ୟଟକଙ୍କୁ ସେନା ନିଜ ଶିବିରରେ ଆଶ୍ରୟ ଦେଇଛି। ସେନା ପକ୍ଷରୁ ସେମାନଙ୍କୁ ଖାଦ୍ୟ ବସ୍ତ୍ର ସହ ଔଷଧ ମଧ୍ୟ ପ୍ରଦାନ କରିଛି। ଉଦ୍ଧାର ପର୍ଯ୍ୟଟକଙ୍କୁ ସେନା ଗାଙ୍ଗଟକ ପହଞ୍ଚାଇବା ପାଇଁ କାର୍ଯ୍ୟ ଜାରି ରଖିଛି। ସେନାର ଏହି ଉଦ୍ଧାର କାର୍ଯ୍ୟ ସୋମବାର ପର୍ଯ୍ୟନ୍ତ ଜାରି ରହିବ । ଖ୍ରୀଷ୍ଟମାସ ଅବସରରେ ସିକ୍କିମର ଚାଙ୍ଗୁ ହ୍ରଦରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ଏହି ଅଞ୍ଚଳ ଚୀନ ସୀମାରେ ଲାଗି ରହିଛି।

ସୂଚନାଥାଉକି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି ସକ୍କିମ ସରକରା ବିଦେଶ ନାଗରିକଙ୍କ ପ୍ରବେଶ ଉପରେ ରୋକ ଲଗାଇଛି । ଗତ ୧୫ ଡିସେମ୍ବରରୁ ସିକ୍କିମରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ରୋକ ଲାଗିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.