ETV Bharat / bharat

Hardik Patel Resigns: ହାତ ଛାଡିଲେ ହାର୍ଦ୍ଦିକ ପଟେଲ

author img

By

Published : May 18, 2022, 10:55 AM IST

Updated : May 18, 2022, 11:09 AM IST

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ ପଟେଲ । ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ

Hardik Patel Resigns: କଂଗ୍ରେସକୁ ବଡ ଝଟ୍‌କା, ହାତ ଛାଡିଲେ ହାର୍ଦ୍ଦିକ ପଟେଲ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ହାତ ଛାଡିଲେ ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ ପଟେଲ(Hardik Patel resigns from Congress membership) । ହାର୍ଦ୍ଦିକ କଂଗ୍ରେସ ଛାଡିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏଥରେ ପୂର୍ଣ୍ଣଚ୍ଛେଦ ପଡିଛି । ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

  • आज मैं हिम्मत करके कांग्रेस पार्टी के पद और पार्टी की प्राथमिक सदस्यता से इस्तीफा देता हूँ। मुझे विश्वास है कि मेरे इस निर्णय का स्वागत मेरा हर साथी और गुजरात की जनता करेगी। मैं मानता हूं कि मेरे इस कदम के बाद मैं भविष्य में गुजरात के लिए सच में सकारात्मक रूप से कार्य कर पाऊँगा। pic.twitter.com/MG32gjrMiY

    — Hardik Patel (@HardikPatel_) May 18, 2022 " class="align-text-top noRightClick twitterSection" data=" ">

ହାର୍ଦ୍ଦିକ ପଟେଲ ଟ୍ବିଟ୍ କରିଛନ୍ତି ଯେ,''ଆଜି ମୁଁ ସାହାସ କରି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋ ସହଯୋଗୀ ଏବଂ ଗୁଜୁରାଟବାସୀ ଏହି ନିର୍ଣ୍ଣୟକୁ ସ୍ବାଗତ କରିବେ ବୋଲି ବିଶ୍ବାସ । ମୋର ଏହି ପଦକ୍ଷେପ ଦ୍ବାରା ଭବିଷ୍ୟତରେ ଗୁଜୁରାଟ ପାଇଁ ସରକାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି ବୋଲି ବିଶ୍ବାସ ରହିଛି ।''

Last Updated : May 18, 2022, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.