ETV Bharat / bharat

BJPରେ ମିଶିବେ କି ହରଭଜନ, ଏମିତି ଉତ୍ତର ରଖିଲେ କିକ୍ରେଟର - କ୍ରିକେଟର ହରବଜନ ସିଂ

ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇପାରନ୍ତି ଭାରତୀୟ ଟିମରେ ପୂର୍ବତନ କ୍ରିକେଟର ହରଭଜନ ସିଂ ( Cricketer Harbhajan Singh ) । ଫେକ ନ୍ୟୁଜ କହିଲେ ହରଭଜନ । ଅଧିକ ପଢନ୍ତୁ

Punjab Assembly poll: ନିର୍ବାଚନ ପୂର୍ବରୁ BJPରେ ସାମିଲ ହେବେ ହରବଜନ ସିଂ !

author img

By

Published : Dec 12, 2021, 1:38 PM IST

ନୂଆଦିଲ୍ଲୀ: ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନ ( Punjab Assembly poll-୨୦୨୨) । ଏନେଇ ଏବେ ପ୍ରସ୍ତୁତି ମଧ୍ୟ ଜୋରଦାର ଆରମ୍ଭ ହୋଇଗଲାଣି । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇପାରନ୍ତି ଭାରତୀୟ ଟିମରେ ପୂର୍ବତନ କ୍ରିକେଟର ହରବଜନ ସିଂ । ଏନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି କ୍ରିକେଟର ହରବଜନ ସିଂ । ବିଜେପିର ମୋର ସାମିଲ ହେବାର ନାହିଁ ଏହା ଏକ ଫେକ ନ୍ୟୁଜ ବୋଲି କହିଛନ୍ତି ହରବଜନ । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ଖାଲି ହରବଜନ ନୁହଁନ୍ତି ଓ କ୍ରିକେଟର ଯୁବରାଜ ସିଂ ମଧ୍ୟ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଯୁବରାଜଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଦିଲ୍ଲୀର ଏକ ଗଣମାଧ୍ୟମ ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିରେ ହରବଜନ ଓ ଯୁବରାଜ ସାମିଲ ହେବା ନେଇ ଟ୍ବିଟ କରିଥିବା ବେଳେ ଏହାର ରିପ୍ଲାଏରେ ଏହା ଫେକ ନ୍ୟୁଜ ବୋଲି କହିଛନ୍ତି ହରବଜନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.