ETV Bharat / bharat

Pulwama Grenade Attack, ଗ୍ରେନେଡ ମାଡରେ 2 ଯବାନ ଆହତ

author img

By

Published : Dec 26, 2021, 4:59 PM IST

Updated : Dec 26, 2021, 10:56 PM IST

କାଶ୍ମୀରରେ ସୁରକ୍ଷାବଳକୁ ଆତଙ୍କୀଙ୍କ ଗ୍ରେନେଡ ମାଡ । 2 ଯବାନ ଆହତ । ସର୍ଚ୍ଚ ଅପରେସନ କଡାକଡି । ଅଧିକ ପଢନ୍ତୁ

Grenade attack in Pulwama: ଜଣେ ଯବାନ ଆହତ
Grenade attack in Pulwama: ଜଣେ ଯବାନ ଆହତ

ଶ୍ରୀନଗର: କାଶ୍ମୀର ପୁଲୱାମା ସହରରେ ସୁରକ୍ଷାବଳକୁ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କୀ । ଆଜି (ରବିବାର) ଅପରାହ୍ନରେ ଆକ୍ରମଣ ହୋଇଥିବାବେଳେ ଏଥିରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ରହିଛି । ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-Anantnag Encounter: ISJK ଆତଙ୍କୀ ସଫା

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଆଜି ଅପରାହ୍ନରେ କାଶ୍ମୀରର ପୁଲୱାମା ସହର ଡାକଘର ନିକଟରେ ସୁରକ୍ଷାବଳକୁ ଅତର୍କିତ ଗ୍ରେଡ୍ରେନ ମାଡ କରିଥିଲେ ଆତଙ୍କବାଦୀ । ଏଥିରେ ୨ ଜଣ ଆହତ ହୋଇଥିବାବେଳେ କଡା ଯବାବ ଦେଇଥିଲେ ସୁରକ୍ଷା ବାହିନୀ । ଏହି ଆକ୍ରମଣରେ କେଉଁ ଆତଙ୍କୀ ସଙ୍ଗଠନର ସମ୍ପୃକ୍ତି ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 26, 2021, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.