ETV Bharat / bharat

Government Jobs Update; ନୌସେନାରେ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

କୋରୋନା କାଳରେ ସରକାରୀ ଚାକିରୀ ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନୌସେନା ଆଣିଛି ନିଯୁକ୍ତି ସୁଯୋଗ । ଅଧିକ ପଢନ୍ତୁ...

ନୌସେନାରେ ନିଯୁକ୍ତି ସୁଯୋଗ
ନୌସେନାରେ ନିଯୁକ୍ତି ସୁଯୋଗ
author img

By

Published : Jun 30, 2021, 10:19 AM IST

ନୂଆଦିଲ୍ଲୀ: ସରକାରୀ ଚାକିରୀ ଖୋଜୁଥିବା ସମସ୍ତ ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ପକ୍ଷରୁ କେତେକ ପଦ ପାଇଁ ନିଯୁକ୍ତି ବାହାରିଛି ।

ଭାରତୀୟ ନୌସେନାରେ ଚାକିରୀ ପାଇଁ ସୁଯୋଗ...

ଭାରତୀୟ ନୌସେନାରେ ଜିଡି ଏବଂ ଇଞ୍ଜିନିୟରିଂ ନିଯୁକ୍ତି 2021ରେ ସହାୟକ କମାଣ୍ଡାଣ୍ଟ ପଦ ପାଇଁ ପଦବୀ ଖାଲି ଅଛି । ଆଗ୍ରହୀ ପ୍ରାର୍ଥୀମାନେ କୋଷ୍ଟଗାର୍ଡ ପାଇଁ ଅନଲାଇନରେ ଆବେଦନ କରିପାରିବେ ।

ପଦ...

  • ଜେନେରାଲ ଡ୍ୟୁଟି ଜିଡି
  • ଯାନ୍ତ୍ରିକ (ଇଞ୍ଜିନିୟରିଂ ଏବଂ ଇଲେକ୍ଟ୍ରିକାଲ୍)

ପଦ ପାଇଁ ଯୋଗ୍ୟତା...

  • ସ୍ନାତକରେ ସର୍ବନିମ୍ନ 60% ମାର୍କ
  • ଦ୍ବାଦଶରେ ଗଣିତ ଓ ଭୌତିକ ବିଷୟରେ ଅଧ୍ୟୟନ

ପଦରେ ଜଡିତ ଗୁରୁତ୍ବପୂର୍ଣ୍ଣ ସୂଚନା:

ଆବେଦନ ଆରମ୍ଭ ଦିନ-04/07/2021

ଅନଲାଇନ ଆବେଦନର ଶେଷ ଦିନ-14/07/2021

ଆବେଦନ ଶୁଳ୍କ- ସମସ୍ତ ଆବେଦନକାରୀଙ୍କ ପାଇଁ ଆବେଦନ ନିଶୁଳ୍କ

  • ଭାରତୀୟ ନୌସେନାରେ ଚାକିରୀ ସୁଯୋଗ...
  • ତଟ ସେନାରେ NCCରେ ଭର୍ତ୍ତୀ ହେବା ପାଇଁ ମହିଳା ଓ ପୁରୁଷଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।

ପଦ ପାଇଁ ଯୋଗ୍ୟତା...

  • ବୟସସୀମା-19ରୁ 25 ବର୍ଷ
  • ଶିକ୍ଷାଗତ ଯୋଗ୍ୟତା- ସ୍ନାତ୍ତକରେ 50ପ୍ରତିଶତ ମାର୍କ ସହିତ NCC କିମ୍ବା ସି ପ୍ରମାଣପତ୍ର
  • ପଦରେ ଜଡିତ ଗୁରୁତ୍ବପୂର୍ଣ୍ଣ ସୂଚନା:
  • ଆବେଦନ ଆରମ୍ଭ ଦିନ- 16/07/2021
  • ଅନଲାଇନ ଆବେଦନର ଶେଷ ଦିନ-15/07/2021
  • ଆବେଦନ ଶୁଳ୍କ- ସମସ୍ତ ଆବେଦନକାରୀଙ୍କ ପାଇଁ ଆବେଦନ ନିଶୁଳ୍କ
  • ଭ୍ୟାକେନ୍ସି ବିବରଣୀ;
  • NCC ପୁରୁଷ 49 ସିଟ
  • NCC ମହିଳା 49 ସିଟ

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.