ETV Bharat / bharat

International Womens Day Doodle: ମହିଳାଙ୍କୁ ବୁଝିଲା ଗୁଗୁଲ, ଡୁଡୁଲରେ ଦେଲା ଶୁଭେଚ୍ଛା

author img

By

Published : Mar 8, 2022, 2:17 PM IST

ଡୁଡୁଲ ସାହାଯ୍ୟରେ ମହିଳାଙ୍କୁ ସମ୍ମାନ ଜଣାଇଲା ଗୁଗୁଲ। ଅଧିକ ପଢ଼ନ୍ତୁ

International Women's Day Doodle
International Women's Day Doodle: ମହିଳାଙ୍କୁ ଶୁଭେଚ୍ଛା ଜଣାଇଲା ଗୁଗୁଲ ଡୁଡୁଲ

ନୂଆଦିଲ୍ଲୀ: ଡୁଡୁଲ ସାହାଯ୍ୟରେ ମହିଳାଙ୍କୁ ସମ୍ମାନ ଜଣାଇଲା ଗୁଗୁଲ। ଅନ୍ତର୍ଜାତୀୟ ମହିଳା ଦିବସକୁ ଖାସ କରିବା ପାଇଁ ଗୁଗୁଲ ଏକ ଆକର୍ଷଣୀୟ ଆନିମେଟେଡ ଡୁଡୁଲ ବନାଇଛି। ଏହି ଆନିମେଶନରେ ମହିଳାଙ୍କ ଧୈର୍ଯ୍ୟ, ତ୍ୟାଗ ସହିତ ଆତ୍ମବିଶ୍ବାସକୁ ପରିପ୍ରକାଶ କରାଯାଇଛି।

ଗୁଗୁଲର ହୋମପେଜରେ ଆନିମେଟେଡ ସ୍ଲାଇଡ ଶୋ ଆକାରରେ ଏକ ଆକର୍ଷଣୀୟ ଡୁଡୁଲ ଦୃର୍ଶୀୟମାନ ହେଉଛି। ଯେଉଁ ମହିଳାଙ୍କ ଜୀବନଶୈଳୀ ସହ ସମାଜରେ ସେମାନଙ୍କ ଭୂମିକାକୁ ପରିଲକ୍ଷିତ କରାଯାଇଛି। ଜଣେ ଗୃହିଣୀଠାରୁ ଆରମ୍ଭ କରି କର୍ମଜୀବୀ ମହିଳାଙ୍କ ପାରଦର୍ଶିତାକୁ ଆନିମେଶନ ମାଧ୍ୟମରେ ଏଠାରେ ପ୍ରତିପାଦିତ କରାଯାଇଛି। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଏହାର ଥିମ 'Gender equality today for a sustainable tomorrow' ରଖାଯାଇଛି। ସବୁ କ୍ଷେତ୍ରରେ ମହିଳାଙ୍କ ଆଗରେ ଏକ ଚ୍ୟାଲେଞ୍ଜ ରହିଥାଏ। ହେଲେ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରୁଛନ୍ତି ଆଜିର ନାରୀ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.