ETV Bharat / bharat

ପାଲିଙ୍କି ବଦଳରେ ଉଠିଲା କୋକେଇ, ବିବାହ ଦିନ ଫାଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ପାଲିଙ୍କି ବଦଳରେ ଉଠିଲା କୋକେଇ । ବିବାହ ଦିନ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଯୁବତୀ (Bride committed suicide on Wedding Day) ଏଭଳି ଘଟଣା ତେଲେଙ୍ଗାନାର ନିଜାମାବଦ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By

Published : Dec 11, 2022, 7:10 PM IST

ପାଲିଙ୍କି ବଦଳରେ ଉଠିଲା କୋକେଇ, ବିବାହ ଦିନ ଫାଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା
ପାଲିଙ୍କି ବଦଳରେ ଉଠିଲା କୋକେଇ, ବିବାହ ଦିନ ଫାଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ: ବିବାହ ଦିନ ଫାଶୀ ଲଗାଇ ଯୁବତୀଙ୍କ ଆତ୍ମହତ୍ୟା । ଜୀବନର ନୂଆ ଅଧ୍ୟାୟରେ ପାଦ ଥାପିବା ପୂର୍ବରୁ ନିଜ ଜୀବନ ହାରିଦେଲେ ଯୁବତୀ (Bride committed suicide on Wedding Day)। ବିବାହ ଉତ୍ସବ ଶେଷରେ ଶୋକସଭାରେ ପରିଣତ ହୋଇଛି (Gil suicide by hanging herself) । ଏଭଳି ଦୁଃଖଦ ଘଟଣା ତେଲେଙ୍ଗାନା ନିଜାମାବାଦ ଜିଲ୍ଲାର ନବିପେଟ ମଣ୍ଡଳରେ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ରାତି 11ଟା ପରେ ବାହାରେ ଥିଲେ ଦମ୍ପତି, 3 ହଜାର ଫାଇନ କାଟିଲା ନକଲି ପୋଲିସ !

ମୃତ ଯୁବତୀଙ୍କ ପରିଚୟ ମଣ୍ଡଳ ସେଣ୍ଟରର ରାଇଗଲା ରୱାଲୀ (25) ବୋଲି ଜଣାପଡ଼ିଛି । ନିଜାମବାଦରେ ଆଜି ୧୨ଟା ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ଯୁବତୀ । ହେଲେ ପାଲିଙ୍କି ଉଠିବା ବେଳେ ତାଙ୍କ କୋକେଇ ଉଠିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଉକ୍ତ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପଟେ ପରିବାର ଅଭିଯୋଗ ଆଣିଛି ଯେ ବିବାହ କରିବାକୁ ଥିବା ବର ସନ୍ତୋଷ ଲାଗି ତାଙ୍କ ଝିଅ ଆତ୍ମହତ୍ୟା କରିଛି । ଗତ ରାତିରେ ତାଙ୍କ ଝିଅ ସନ୍ତୋଷ ସହିତ ଫୋନରେ ବାର୍ତ୍ତାଳାପ କରିଥିଲା । ଏହାପରେ ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଛି । ଏଣୁ ଅଭିଯୁକ୍ତ ତଥା ବର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଯୁବତୀଙ୍କ ପରିବାର ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.