ETV Bharat / bharat

କୁକୁଡା ପାଇଁ ଥାନାରେ ମହିଳା, କହିଲେ ମୋତେ ନ୍ୟାୟ ଦିଅ... - କୁକୁଡା ପାଇଁ ମହିଳାଙ୍କ ନ୍ୟାୟ ଦାବି

ମୃତ କୁକୁଡାକୁ ଧରି ଥାନାରେ ଧାରଣା ଦେଲେ ମହିଳା । ଉତ୍ତରପ୍ରଦେଶ ଗାଜିରୁ ଏହି ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଆପଣ ମନରେ ପ୍ରଶ୍ନ ଉଠୁଥିବ ମହିଳା ଜଣଙ୍କ ସାମାନ୍ୟ କୁକୁଡା ପାଇଁ ଏପରି ଧାରଣା କଣ ପାଇଁ ଦେଇଛନ୍ତି । ତେବେ ଜାଣନ୍ତୁ ପ୍ରକୃତ ଘଟଣାଟି କଣ...

କୁକୁଡା ପାଇଁ ମହିଳାଙ୍କ ନ୍ୟାୟ ଦାବି
କୁକୁଡା ପାଇଁ ମହିଳାଙ୍କ ନ୍ୟାୟ ଦାବି
author img

By

Published : Jul 1, 2021, 2:21 PM IST

ଲକ୍ଷ୍ନୌ: ମୃତ କୁକୁଡାକୁ ଧରି ଥାନାରେ ଧାରଣା ଦେଲେ ମହିଳା । ଉତ୍ତରପ୍ରଦେଶ ଗାଜିରୁ ଏହି ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଆପଣ ମନରେ ପ୍ରଶ୍ନ ଉଠୁଥିବ ମହିଳା ଜଣଙ୍କ ସାମାନ୍ୟ କୁକୁଡା ପାଇଁ ଏପରି ଧାରଣା କଣ ପାଇଁ ଦେଇଛନ୍ତି । ତେବେ ଜାଣନ୍ତୁ ପ୍ରକୃତ ଘଟଣାଟି କଣ...

କୁକୁଡା ପାଇଁ ମହିଳାଙ୍କ ନ୍ୟାୟ ଦାବି

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଅଣ୍ଡା ଦିଆ କୁକୁଡାକୁ ଗାଜିର ଅର୍ଜୁନ ନାମକ ବ୍ୟକ୍ତି ମାରିଦେଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅର୍ଜୁନ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି ।

ତାଙ୍କର କୁକୁଡା ଛଡା ଆଉ କେହି ନାହାନ୍ତି । ସେ କୁକୁଡା ଅଣ୍ଡାକୁ ବିକି ଦୁଇ ପଇସା ପାଉଥିଲେ । ସେଥିରେ ସେ ନିଜ ପରିବାର ଚଳାଉଥିଲେ । ଏବେ ସେ କଣ କରିବେ ବୋଲି କାନ୍ଦି କାନ୍ଦି ଥାନାରେ ନ୍ୟାୟ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.