ETV Bharat / bharat

ଚାହୁଁଚାହୁଁ ଭୁଶୁଡିଲା ୪ ମହଲା କୋଠା

author img

By

Published : Aug 19, 2022, 3:53 PM IST

ବୋରିବଲି ଅଞ୍ଚଳରେ ଭୁଶୁଡ଼ିଲା ଏକ ୪ ମହଲା କୋଠା(four storey building collapses in Borivali) । ଦୀର୍ଘଦିନ ହେଲା ଏହି କୋଠାଟି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା । ଅଧିକ ପଢନ୍ତୁ

ଚାହୁଁଚାହୁଁ ଭୁଷୁଡିଗଲା ୪ ମହଲା କୋଠା, ପହଞ୍ଚିଲା ଉଦ୍ଧାରକାରୀ ଦଳ

ମୁମ୍ବାଇ: ମହାରାଷ୍ଟ୍ରର ବୋରିବଲି ଅଞ୍ଚଳରେ ଭୁଶୁଡ଼ିଲା ଏକ ୪ ମହଲା କୋଠା (four storey building collapses in Borivali) । ବର୍ତ୍ତମାନ ଏହି କୋଠା ଭୁଶୁଡ଼ିବା ଯୋଗୁଁ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ଦୀର୍ଘଦିନ ହେଲା ଏହି କୋଠାଟି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଥିଲା । ଏଣୁ ଏଠାରେ କେହି ରହୁନଥିବା ସୂଚନା ଦେଇଛି ସ୍ଥାନୀୟ ପ୍ରଶାସନ ।

ଚାହୁଁଚାହୁଁ ଭୁଶୁଡିଗଲା ୪ ମହଲା କୋଠା, ପହଞ୍ଚିଲା ଉଦ୍ଧାରକାରୀ ଦଳ

ସେପଟେ କୋଠା ଭୁଶୁଡ଼ିବା ପରେ ଏଠାରେ ଅଗ୍ନିଶମ ବାହିନୀ ପହଞ୍ଚିଛି । ମୋଟ ୮ଟି ଅଗ୍ନିଶମ ଦଳରେ ଏହି କେହି ଚାପି ହୋଇ ରହିଛନ୍ତି କି ନାହିଁ ତାହା ତଦନ୍ତ କରୁଛନ୍ତି । ତା ସହିତ ଏଠାରେ ଦୁଇଟି ରେସ୍କ୍ୟୁ ଭ୍ୟାନ୍‌, ତିନୋଟି ଆମ୍ବୁଲାନ୍ସ ସମସ୍ତ ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଶୁକ୍ରବାର ପ୍ରାୟ ଦିନ ୧୨.୩୦ ମିନିଟ ସମୟରେ ଏହି କୋଠା ଭୁଶୁଡ଼ିଥିଲା (four storey building collapses in Mumbai)।

ତେବେ କୋଠା ଭୁଶୁଡ଼ିବାର ଦୃଶ୍ୟକୁ ମୋବାଇଲ୍‌ରେ କଏଦ କରିଛନ୍ତି ସ୍ଥାନୀୟ ଲୋକେ । ଏହି ସମୟରେ କୋଠା ପାଖରେ କିଛି ଲୋକ ମଧ୍ୟ ରହିଥିବା ଦେଖା ଯାଇଛି । ଚଳିତ ମାସରେ ମହାରାଷ୍ଟ୍ରର ଦହିସାର୍‌ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ଥିଲା । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.