ETV Bharat / bharat

ଏଚଡି ଦେବଗୌଡା କୋରୋନା ପଜେଟିଭ - ଏଚଡି ଦେବଗୌଡା

ଦେବଗୌଡାଙ୍କ ସହ ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ଏବେ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦେବଗୌଡା କୋରୋନା ପଜେଟିଭ
ଦେବଗୌଡା କୋରୋନା ପଜେଟିଭ
author img

By

Published : Mar 31, 2021, 1:24 PM IST

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଏଚଡି ଦେବଗୌଡା କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଦେବଗୌଡା କୋରୋନା ପଜେଟିଭ
ଦେବଗୌଡା କୋରୋନା ପଜେଟିଭ

ଦେବଗୌଡାଙ୍କ ସହ ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଉଭୟଙ୍କୁ ଏବେ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୋରୋନା ପଜେଟିଭ ଚିହ୍ନଟ ହେବା ପରେ ଦେବଗୌଡା ନିଜ ଟ୍ବିଟର ପେଜରେ ଏ ବାବଦରେ ସୂଚନା ଦେବା ସହ ସେ ଏବଂ ତାଙ୍କ ପତ୍ନୀ ଏବେ ଆଇସୋଲେସନରେ ରହିଥିବା କହିଛନ୍ତି ।

ଏଚଡି ଦେବଗୌଡାଙ୍କ ଟ୍ବିଟ
ଏଚଡି ଦେବଗୌଡାଙ୍କ ଟ୍ବିଟ

ଏହାସହ ବିଗତ ଏହି କିଛିଦିନ ମଧ୍ୟରେ ତାଙ୍କ ସମ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କୋଭିଡ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଏହାବାଦ ଡାକ୍ତରଙ୍କ ପରାମର୍ଶରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ତେଣୁ ଦଳର କର୍ମକର୍ତ୍ତା ସହ ତାଙ୍କ ଶୁଭଚିନ୍ତକଙ୍କୁ ଭୟଭୀତ ନହେବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.