ETV Bharat / bharat

ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ କୋରୋନା - ଏସ ଜୟଶଙ୍କରଙ୍କ ସ୍ବାସ୍ଥ୍ୟବସ୍ଥା

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ କୋରୋନା । ନିଜେ ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ କୋରୋନା

author img

By

Published : Jan 27, 2022, 7:56 PM IST

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କୋରୋନାରେ ସଂକ୍ରମିତ । ତାଙ୍କ ଟେଷ୍ଟିଂ ରିପୋର୍ଟ ପଜିଟିଭି ଆସିଥିବା ସେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେହିପରି ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ନିଜ ଆଡୁ କୋଭିଡ ଟେଷ୍ଟ କରିବା ପାଇଁ ମଧ୍ୟ ସେ ଟ୍ବିଟରେ ଅନୁରୋଧ କରିଥିବା ଦେଖିବାକୁ ମିଳିଛି ।

  • Have tested Covid positive.

    Urge all those who have come in recent contact to take suitable precautions.

    — Dr. S. Jaishankar (@DrSJaishankar) January 27, 2022 " class="align-text-top noRightClick twitterSection" data=" ">

ଆଜି ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ସେ ଟେଷ୍ଟିଂ କରିଥିଲେ । ଏଥିରେ ସେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହାପୂର୍ବରୁ ଜୟଶଙ୍କର ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜାନ-ୟେଭ ଲେ ଡ୍ରିଆନଙ୍କ ସହ ଏକ ଭର୍ଚ୍ଚୁଆଲ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେବା ସହ କୋଭିଡ ପ୍ରୋଟୋକଲ ସଠିକ ଅନୁପାଳନ କରିବା ନେି ମଧ୍ୟ ସେ କରିବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.