ETV Bharat / bharat

ଭୁଷୁଡିଲା ନିର୍ମାଣଧୀନ ଫ୍ଲାଏଓଭର, 3 ଶ୍ରମିକ ଆହତ

author img

By

Published : Mar 28, 2021, 12:19 PM IST

ଗୁରୁଗ୍ରାମ ଦ୍ବାରିକା ଏକ୍ସପ୍ରେସୱେ ନିକଟରରେ ଏକ ନିର୍ମାଣଧୀନ ଫ୍ଲାଏ ଓଭର ଭୁଷୁଡିବା ଫଳରେ ତିନିଜଣ ଶ୍ରମିକ ଆହତ ହୋଇଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ...

ତିନି ଶ୍ରମିକ ଆହତ
ଭୁଷୁଡିଲା ନିର୍ଣାଣଧୀନ ଫ୍ଲାଏଓଭର

ଗୁରୁଗ୍ରାମ: ହରିୟାଣାର ଦଉଲତାବାଦରେ ଅଭାବନୀୟ ଘଟଣା । ଗୁରୁଗ୍ରାମ ଦ୍ବାରିକା ଏକ୍ସପ୍ରେସୱେ ନିକଟରରେ ରବିବାର ସକାଳୁ ଏକ ନିର୍ମାଣଧୀନ ଫ୍ଲାଏ ଓଭର ଭୁଷୁଡିବା ଫଳରେ ତିନିଜଣ ଶ୍ରମିକ ଆହତ ହୋଇଛନ୍ତି ।

ଭୁଷୁଡିଲା ନିର୍ଣାଣଧୀନ ଫ୍ଲାଏଓଭର

ସମୟ ସକାଳ 7ଟା30ରେ ହଠାତ ନିର୍ମାଣଧୀନ ଫ୍ଲାଏଓଭରଟି ଭୁଷୁଡି ପଡିଥିଲା । ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ ତିନିଜଣ ଶ୍ରମିକ ଆହତ ହୋଇଛନ୍ତି । ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏବେ ବି ଫ୍ଲାଏଓଭର ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଗୁରୁଗ୍ରାମ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.