ETV Bharat / bharat

ରାତି ପାହିଲେ ଭାରତରେ ପହଞ୍ଚିବ ସ୍ପୁଟନିକ-ଭି

author img

By

Published : Apr 30, 2021, 9:06 PM IST

ଭ୍ୟାକ୍ସିନ ସଙ୍କଟ ମଧ୍ୟରେ ଖୁବଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି ଋଷରେ ପ୍ରସ୍ତୁତ ସ୍ପୁଟନିକ-ଭି । ମେ ପହିଲା ଅର୍ଥାତ ଶନିବାର ଭାରତରେ ପହଞ୍ଚିବ ସ୍ପୁଟନିକ-ଭି ଟିକା । ଅଧିକ ପଢନ୍ତୁ...

ରାତି ପାହିଲେ ଭାରତରେ ପହଞ୍ଚିବ Sputnik V
ରାତି ପାହିଲେ ଭାରତରେ ପହଞ୍ଚିବ Sputnik V

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୋଧରେ ଭାରତ ଯୁଦ୍ଧ ଲଢୁଥିବା ବେଳେ ଦେଶରେ ଦେଖାଦେଇଛି ଟିକାର ଅଭାବ । ଭ୍ୟାକ୍ସିନ ସଙ୍କଟ ମଧ୍ୟରେ ଖୁବଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି ଋଷରେ ପ୍ରସ୍ତୁତ ସ୍ପୁଟନିକ-ଭି । ମେ ପହିଲା ଅର୍ଥାତ ଶନିବାର ଭାରତରେ ପହଞ୍ଚିବ ସ୍ପୁଟନିକ-ଭି ଟିକା ।

ମେ ପହିଲା(ଶନିବାର) ଭାରତରେ ଆରମ୍ଭ ହେବାକୁଯାଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଆଉ ଏହି ଦିନ ହିଁ ଋଷରୁ ଆସି ଭାରତରେ ପହଞ୍ଚିବ ସ୍ପୁଟନିକ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଡୋଜ୍‌ ।

ବର୍ତ୍ତମାନ ଭାରତରେ ରହିଛି କୋରୋନାର ଭୟାବହ ସ୍ଥିତି । ଦୈନିକ 4 ଲକ୍ଷ ପାଖାପାଖି ମାମଲା ସାମ୍ନାକୁ ଆସୁଥିବାବେଳେ 3 ହଜାର ଟପିଯାଉଛି ମୃତ୍ୟୁ ସଂଖ୍ୟା । ଆଉ ଏହାରି ମଧ୍ୟରେ ଦେଶରେ ଟିକା ଉତ୍ପାଦନରେ ହେଉଛି ବିଳମ୍ବ ।

ସେପଟେ ଟିକା ଅଭାବ ଯୋଗୁଁ କିଛି ରାଜ୍ୟରେ ଶନିବାର ଆରମ୍ଭ ହୋଇପାରବନି ଟୀକାକରଣ । ମହାରାଷ୍ଟ୍ରରେ ମେ 20 ପୂର୍ବରୁ ଟିକା ଉପଲବ୍ଧ ହେବା ସମ୍ଭ ନୁହେଁ ବୋଲି କହି ସାରିଛି ସେରମ ଇନଷ୍ଟିଚ୍ୟୁଟ । ତେବେ ଏହାରି ମଧ୍ୟରେ ଭାରତରେ ବିଦେଶୀ ଟିକା ପହଞ୍ଚିବା ସଙ୍କଟ ସମୟରେ ବେଶ ମହତ୍ବ ରଖୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.