ETV Bharat / bharat

Salute to the spirit of women: କୋଇଲା ଖଣିରେ ମହିଳା Haulpak ଡ୍ରାଇଭର

ଯେଉଁ ମହିଳାମାନେ ଏକଦା ରାଜଧାନୀ ରାଞ୍ଚିରେ ଗୋଲାପୀ ଅଟୋ ଚଳାଉଥିଲେ, ଆଜି ସେମାନେ କୋଇଲା ଖଣିରେ ମହିଳା ହଲପକ୍ ଡ୍ରାଇଭର (Women Haulpak Drivers) ହୋଇପାରିଛନ୍ତି । ଅଧିକ ପଢନ୍ତୁ

Salute to the spirit of women : କୋଇଲା ଖଣିରେ ମହିଳା ହଲପକ୍ ଡ୍ରାଇଭର

author img

By

Published : Feb 26, 2022, 5:45 PM IST

ରାଞ୍ଚି: ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଜଣେ ମହିଳା ନିଜର ପରିଚୟ ସୃଷ୍ଟି କରିପାରିନାହିଁ, ଏପରି କୌଣସି କାର୍ଯ୍ୟ ନାହିଁ ଯାହା ଜଣେ ମହିଳା କରିନାହାଁନ୍ତି । ଇଟିଭି ଭରତ ଆପଣଙ୍କୁ ଏପରି କିଛି ମହିଳାଙ୍କ ସହ ପରିଚିତ କରିବାକୁ ଯାଉଛି, ଯେଉଁମାନେ 100 ଟନ୍ ଭାର ବହୁଥିବା ଟ୍ରକ୍ ଚଳାଉଛନ୍ତି ଏବଂ ଦେଶର ବିକାଶରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଯେଉଁ ମହିଳାମାନେ ଏକଦା ରାଜଧାନୀ ରାଞ୍ଚିରେ ଗୋଲାପୀ ଅଟୋ ଚଳାଉଥିଲେ, ଆଜି ସେମାନେ କୋଇଲା ଖଣିରେ ମହିଳା ହଲପକ୍ ଡ୍ରାଇଭର (Women Haulpak Drivers) ହୋଇପାରିଛନ୍ତି । ତାଙ୍କର ସ୍ବପ୍ନକୁ ଭାରତର ମିନି ରତ୍ନା କମ୍ପାନୀ NTPC ସଫଳ କରିଛି ।

Salute to the spirit of women : କୋଇଲା ଖଣିରେ ମହିଳା ହଲପକ୍ ଡ୍ରାଇଭର

ହଜାରିବାଗର ବଡକାଗାଓଁ ପ୍ରଖଣ୍ଡରେ NTPCର ଏକ କୋଲ ମାଇନସ୍ ଅଛି । ଏଠାରୁ କୋଇଲା NTPCର ବିଭିନ୍ନ ପାୱାର ପ୍ଲାଣ୍ଟକୁ ପଠାଯାଏ । କୋଇଲା ଖଣି କାର୍ଯ୍ୟରେ ମହିଳାମାଙ୍କର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛ। କୋଇଲା ଖନନ ପରେ 11 ଜଣ ମହିଳା ଖଣିରୁ କୋଇଲା ବାହାର କରି ବାହାରକୁ ନେବା ପାଇଁ କଠିନ ପରିଶ୍ରମ କରୁଛନ୍ତି ।

ସେମାନେ ଯେଉଁ କେବୁଲ ମେସିନଗୁଡିକ ଚଲାଉଛନ୍ତି ଯାହା ଏପର୍ଯ୍ୟନ୍ତ କେବଳ ପୁରୁଷମାନଙ୍କ ଦ୍ବାରା ପରିଚାଳିତ ହେଉଥିଲା । ଖନନ କାର୍ଯ୍ୟରେ କୋଇଲା ଏବଂ OB ପରିବହନରେ ବ୍ୟବହୃତ ଏହି ବିଶାଳ ଯନ୍ତ୍ରର ନାମ ହେଉଛି ହଲପକ୍ । ସେମାନଙ୍କର ଲୋଡିଂ କ୍ଷମତା 100 ଟନରୁ 240 ଟନ୍ ପର୍ଯ୍ୟନ୍ତ ହୋଇଥାଏ । ମହିଳାମାନେ 100 ଟନ୍ ହଲପ୍ୟାକ୍ ମେସିନକୁ ବହୁତ ଭଲ ଭାବରେ ପରିଚାଳନା କରୁଛନ୍ତି । ଏଥିପାଇଁ ତାଙ୍କୁ ଜାମସେଦପୁରରେ ତାଲିମ ମଧ୍ୟ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.