ETV Bharat / bharat

ମହାରାଷ୍ଟ୍ରରେ ପ୍ରଥମ Omicron ସବ୍‌ ଭାରିଆଣ୍ଟ ଚିହ୍ନଟ

ମହାରାଷ୍ଟ୍ରରୁ ଚିହ୍ନଟ ହେଲା BA.4 ଏବଂ BA.5 ନାମକ ଦୁଇ ନୂଆ ଭାରିଆଣ୍ଟ ମାମଲା । ଏହା ପୂର୍ବରୁ ତେଲେଙ୍ଗାନା ଓ ତାମିଲନାଡୁରେ ଚିହ୍ନଟ ହୋଇଥିଲା । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ଚିହ୍ନଟ ହେଲା  BA.4 ଏବଂ BA.5 ଓମିକ୍ରନ ଭ୍ୟାରିଆଣ୍ଟ

author img

By

Published : May 29, 2022, 9:04 AM IST

ନୂଆଦିଲ୍ଲୀ: ତେଲେଙ୍ଗାନା ଓ ତାମିଲନାଡୁ ପରେ ମହାରାଷ୍ଟ୍ରରୁ ଚିହ୍ନଟ ହେଲା ଓମିକ୍ରନର BA.4 ଏବଂ BA.5 ନୂଆ ଭାରିଆଣ୍ଟ । ଗତକାଲି( ଶନିବାର) ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଏହି ଭାରିଆଣ୍ଟର ଆକ୍ରନ୍ତ ଚିହ୍ନଟ କରାଯାଇଛି । ପୁଣେରେ ୭ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ଓମିକ୍ରନର ସବ ଭାରିଆଣ୍ଟ BA.4 4ଜଣ ସଂକ୍ରମିତ ହୋଇଥିବା ବେଳେ BA.5 ଭାରିଆଣ୍ଟରେ ତିନିଟି ମାମଲା ଚିହ୍ନଟ କରାଯାଇଛି । ଏନେଇ ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହା ପୂର୍ବରୁ ତେଲେଙ୍ଗାନା ଓ ତାମିଲନାଡୁରୁ ଜଣେ 19 ବର୍ଷୀୟା ଯୁବତୀ BA.4 ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ତେଲେଙ୍ଗାନାର ଜଣେ 80 ବର୍ଷୀୟ ବୃଦ୍ଧା BA.5 ପ୍ରକାର (ଭାରିଆଣ୍ଟ) ଚିହ୍ନଟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.