ମୁମ୍ବାଇ: ମେଡିସିନ କମ୍ପାନୀରେ ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ରତ୍ନଗିରି ଏମଆଇଡିସିର ଏକ ମେଡିସିନ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଅଗ୍ନିକାଣ୍ଡର ଏତେ ଭୟାନକ ଥିଲା ଯେ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ତେଣୁ ଲୋକେମାନେ ଦୌଡିବାକୁ ଲାଗିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ