ETV Bharat / bharat

Budget 2022-23: ଏବର୍ଷ ସବୁଠୁ ଛୋଟ ବଜେଟ ଅଭିଭାଷଣ

author img

By

Published : Feb 1, 2022, 1:38 PM IST

Updated : Feb 1, 2022, 1:59 PM IST

ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ ୨୦୨୨-୨୩ । ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ହେଉଛି ଅର୍ଥମନ୍ତ୍ରୀଙ୍କ ସବୁଠୁ ଛୋଟ ବଜେଟ ଅଭିଭାଷଣ । ଅଧିକ ପଢନ୍ତୁ

Finance minister Nirmala sitharaman small budget speech
Budget 2022-23: ଅର୍ଥମନ୍ତ୍ରୀଙ୍କ ସବୁଠୁ ଛୋଟ ବଜେଟ ଅଭିଭାଷଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ ସବୁଠୁ ଛୋଟ ବଜେଟ ଅଭିଭାଷଣ (budget speech of Finance minister) । ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ଚଳିତ ଆର୍ଥିକ ବର୍ଷର ୨୦୨୨-୨୩ର ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ୯୦ ମିନିଟ ଧରି ବଜେଟ ଉପସ୍ଥାପନା କରିଥିଲେ। ତେବେ ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଛୋଟ ବଜେଟ ଅଭିଭାଷଣ ।

କୋରୋନା କଟକଣା ମଧ୍ୟରେ ଉପସ୍ଥାପିତ ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ। 90 ମିନିଟ ବଜେଟ ଅଭିଭାଷଣ ରଖିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ପ୍ରତିରକ୍ଷା, ଭିତ୍ତିଭୂମି, ରେଳ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଅର୍ଥମନ୍ତ୍ରୀ ବଜେଟରେ ବ୍ୟବସ୍ଥା ନେଇ ନିଜର ଅଭିଭାଷଣ ରଖିଛନ୍ତି । ତେବେ ବଜେଟ ଉପସ୍ଥାପନ ପରେ ଲୋକସଭାକୁ ଆସନ୍ତାକାଲି ୪ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷାଣା କରିଛନ୍ତି ବାଚସ୍ପତି ଓମ ବିର୍ଲା।

ସୂନଚାଥାଉକି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ସେ ଭଳି କୌଣସି ବଡ ପରିବର୍ତ୍ତନ କରାଯାଇନାହିଁ। ତେବେ କୋରୋନା ମହାମାରୀରେ ଦେଶର ଅର୍ଥନୀତି ଭୂଶୁଡି ପଡିଥିଲା ଏହାକୁ ଗତି ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ସରକାର। ଦେଶର ଅର୍ଥନୀତିକ କ୍ଷେତ୍ର ସହ ଜିଡିପିରେ ଅଭିବୃଦ୍ଧି ହେବା ଲକ୍ଷ୍ୟ ରଖାଯାଇଛି ।

Last Updated : Feb 1, 2022, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.