ETV Bharat / bharat

ମହିଳା କନଷ୍ଟେବଳଙ୍କ ମହାନତା, ଅଜଣା ମୃତଦେହର କରୁଛନ୍ତି ଅନ୍ତିମ ସଂସ୍କାର

author img

By

Published : Aug 19, 2022, 11:05 PM IST

ତାମିଲନାଡୁର ମହିଳା କନଷ୍ଟେବଳ ଅମିନା । ୫ ବର୍ଷରେ ୧୦୦ରୁ ଉର୍ଦ୍ଧ୍ବ ଅଜଣା ମୃତଦେହର ଅନ୍ତିମ ସଂସ୍କାର କରୁଛନ୍ତି । ଅଧିକ ପଢ଼ନ୍ତୁ

Female constable appreciated for conducting last rites of unclaimed bodies in tamilnadu
ମହିଳା କନଷ୍ଟେବଳଙ୍କ ମହାନତା, ଅଜଣା ମୃତଦେହର କରୁଛନ୍ତି ଅନ୍ତିମ ସଂସ୍କାର

ଚେନ୍ନାଇ: ମାନବିକତାର ବଳିଷ୍ଠ ଉଦାହରଣ ସାଜିଛନ୍ତି ମହିଳା କନଷ୍ଟେବଳ । ପଦବୀରେ ଥାଇ ସମାଜ ପ୍ରତି ଥିବା ଦାୟିତ୍ବକୁ ସେ ବେଶ ନିଷ୍ଠାର ସହ ତୁଲାଇଛନ୍ତି । ପାଞ୍ଚ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ଅଜଣା ମୃତଦେହର ଅନ୍ତିମ ସଂସ୍କାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ତାମିଲନାଡୁର ମେଟୁପାଲାୟାମ ପୋଲିସ ଷ୍ଟେସନରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଅମିନା (Female constable appreciated for conducting last rites of unclaimed bodies)।

ବିଭିନ୍ନ NGO ଏବଂ ଚାରିଟେବୁଲ ଟ୍ରଷ୍ଟ ପରିଚାଳନାରେ ଏଭଳି ଅଜଣା ମୃତଦେହର ଅନ୍ତିମ ସଂସ୍କାର କରନ୍ତି । ବୃତ୍ତି ସହିତ ବ୍ୟକ୍ତିଗତ ଜୀବନରେ ସମାଜର ସେବା କରିବା ପ୍ରୟାସ ନିହାତି ପ୍ରଶଂସନୀୟ । ତେଣୁ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ ଅମିନାଙ୍କୁ ପ୍ରଶଂସା କରି ପୁରସ୍କାର ଏବଂ ମାନପତ୍ର ଦେବାସହ କୃତଜ୍ଞତା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.