ETV Bharat / bharat

କାନପୁରର କନିଷ୍ଠ ଐତିହାସିକଙ୍କୁ ପୁରସ୍କୃତ କଲା ହାର୍ଭାର୍ଡ, ETV Bharat ସହ ସାକ୍ଷାତକାର - କାନପୁରର କନିଷ୍ଠ ଐତିହାସିକ ୟଶବର୍ଦ୍ଧନ ସିଂ

ଲଣ୍ଡନ ସ୍ଥିତ ଏକ ଅନୁଷ୍ଠାନ ହାର୍ଭାର୍ଡ କାନୁପୁର ସହର ଶିବକଟ୍ରାର 11 ବର୍ଷୀୟ ଛାତ୍ର ୟଶବର୍ଦ୍ଧନ ସିଂଙ୍କୁ କନିଷ୍ଠ ଐତିହାସିକ ପୁରସ୍କାର ପ୍ରଦାନ କରିଛି । ଅଧିକ ପଢନ୍ତୁ

କାନପୁରର କନିଷ୍ଠ ଐତିହାସିକ ୟଶବର୍ଦ୍ଧନ ସିଂ
କାନପୁରର କନିଷ୍ଠ ଐତିହାସିକ ୟଶବର୍ଦ୍ଧନ ସିଂ
author img

By

Published : Apr 5, 2022, 9:41 AM IST

ଲକ୍ଷ୍ନୌ: ବୟସ ମାତ୍ର ୧୧ ବର୍ଷ । ହେଲେ ସଫଳତା ବଡ । ଲଣ୍ଡନ ସ୍ଥିତ ଏକ ଅନୁଷ୍ଠାନ ହାର୍ଭାର୍ଡ କାନୁପୁର ସହର ଶିବକଟ୍ରାର 11 ବର୍ଷୀୟ ଛାତ୍ର ୟଶବର୍ଦ୍ଧନ ସିଂଙ୍କୁ କନିଷ୍ଠ ଐତିହାସିକ ପୁରସ୍କାର ପ୍ରଦାନ କରିଛି। ଭାରତୀୟ ଡାକ ବିଭାଗ ମଧ୍ୟ ଯଶବର୍ଦ୍ଧନଙ୍କ ନାମ ଏବଂ ଫଟୋ ସହିତ ଏକ ଡାକ ଟିକେଟ ଜାରି କରିଛି। ମାର୍ଚ୍ଚ 26, 2022 ରେ ନାସା ଏହାର ମହାକାଶଯାନକୁ ଚନ୍ଦ୍ରକୁ ପଠାଇଲା, ଏହି ମିଶନରେ କାନପୁରର ଯଶବର୍ଦ୍ଧନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଇଟିଭି ଭାରତ ଟିମ୍ ସଫଳ ୟଶବର୍ଦ୍ଧନଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ କରିଛି । ସମସ୍ତ ସଫଳତା ବିଷୟରେ ଆଲୋଚନା କରିଛି ।

କାନପୁରର କନିଷ୍ଠ ଐତିହାସିକ ୟଶବର୍ଦ୍ଧନ ସିଂ

ସାକ୍ଷାତକାରରେ ୟଶ କହିଛନ୍ତି ଆନ୍ତର୍ଜାତୀୟ ସମ୍ପର୍କରେ ତାଙ୍କର ଭଲ ସ୍ଥାନ ରହିଛି । ସିଭିଲ ସର୍ଭିସେସ୍ ପାଇଁ ପ୍ରସ୍ତୁତ ଛାତ୍ରମାନଙ୍କୁ ଅନଲାଇନ୍ ଶିକ୍ଷା ଦିଅନ୍ତି । ତାଙ୍କର ଇତିହାସରେ ରୁଚି ରହିଛି । ଇତିହାସ ପ୍ରତି ତାଙ୍କର ଏତେ ଆଗ୍ରହ ବଢିବାକୁ ଲାଗିଲା । ଏହି ବିଷୟରେ ସେ ତାଙ୍କ ମାଆଙ୍କଠୁ ସୂଚନା ନେଇଥିଲେ ।

ୟଶବର୍ଦ୍ଧନଙ୍କ ମାଆ କାଞ୍ଚନ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ । ସେ ପିସିଏସ ପାଇଁ ପ୍ରସ୍ତୁତ ହେଉଥିଲେ । ସେତେବେଳେ ୟଶବର୍ଦ୍ଧନଙ୍କ ବୟସ ୫ରୁ ୬ ବର୍ଷ ମଧ୍ୟରେ ଥିଲା । ଏହି ସମୟରେ ଇତିହାସ ପ୍ରତି ୟଶଙ୍କ ରୁଚି ବଢିବାକୁ ଲାଗିଲା । ୟଶବର୍ଦ୍ଧନ ବର୍ତ୍ତମାନ ନିୟମିତ ବିଦ୍ୟାଳୟ ଅଧ୍ୟୟନ ବ୍ୟତୀତ 10 ଘଣ୍ଟା ଅଧ୍ୟୟନ କରନ୍ତି । ୟଶବର୍ଦ୍ଧନ କହିଛନ୍ତି ଯେ ତାଙ୍କ ଅଧ୍ୟୟନ ସମୟରେ ସେ ତାଙ୍କ ପିତା ଅନସୁମାନ ସିଂ ଏବଂ ମାତା କାଞ୍ଚନଙ୍କ ସମ୍ପୂର୍ଣ୍ଣ ସମର୍ଥନ ପାଆନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.