ETV Bharat / bharat

ମୋଦିଙ୍କୁ ଅଖିଳେଶଙ୍କ କଟାକ୍ଷ, କହିଲେ କୋଚ୍‌ ନୁହେଁ ପୁରା ଟ୍ରେନ ବଦଳାଇବା ଆବଶ୍ୟକ

author img

By

Published : Jul 8, 2021, 12:43 PM IST

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 43 ଜଣ ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଇଛନ୍ତି । ଏହା ମଧ୍ୟରେ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

ମୋଦିଙ୍କୁ ଟାର୍ଗେଟ କଲେ ଅଖିଳେଶ
ମୋଦିଙ୍କୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 43 ଜଣ ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଇଛନ୍ତି । ଯେଉଁଥିରେ ଉତ୍ତରପ୍ରଦେଶର 7 ଜଣ ସାଂସଦ ରହିଛନ୍ତି । ଏହା ମଧ୍ୟରେ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଅଖିଳେଶ ଯାଦବ ଟ୍ବିଟ୍ କରି କହିଛନ୍ତି,‘କେବଳ କୋଚ୍ ନୁହେଁ ପୁରା ଟ୍ରେନ୍ ବଦଳାଇବା ଆବଶ୍ୟକ’। ଏତେ ସଂଖ୍ୟକ ମନ୍ତ୍ରୀ ଏବଂ ମନ୍ତ୍ରଣାଳୟ ବଦଳାଇ ବିଜେପି ସରକାର ନିଜେ ସ୍ବୀକାର କରିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ବିଜେପି ବିଫଳ ହୋଇଛି । ସରକାର ଚଳାଇବା ପାଇଁ ବିଜେପି ନୈତିକ ଅଧିକାର ହରାଇଛି । ଏବେ ଦେଶ ଏବଂ ରାଜ୍ୟରେ ପରିବର୍ତ୍ତନର ଲହରୀ ଦେଖିବାକୁ ମିଳୁଛି ।

  • इतनी बड़ी संख्या में मंत्री या मंत्रालय बदलने से भाजपा सरकार ने ख़ुद स्वीकार कर लिया है कि वो हर क्षेत्र में नाकाम रही है।

    ज़रूरत केवल डिब्बे नहीं पूरी ट्रेन को बदलने की है।

    भाजपा ने सरकार चलाने का नैतिक अधिकार खो दिया है।

    देश-प्रदेश में बदलाव की लहर है। #नहीं_चाहिए_भाजपा

    — Akhilesh Yadav (@yadavakhilesh) July 7, 2021 " class="align-text-top noRightClick twitterSection" data=" ">

ସେ ଆହୁରୀ ମଧ୍ୟ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ​​ବିଜେପି ଗଣତନ୍ତ୍ରର ମଜାକ ଉଡାଇଛି । ରାଜ୍ୟ ବିଜେପି ତୁଳନାରେ ସମାଜବାଦୀ ପାର୍ଟିର ଜିଲ୍ଲା ପଞ୍ଚାୟତ ଅଧିକ ସଦସ୍ୟ ବିଜୟୀ ହୋଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଦ୍ବାରା ଜିତାଯାଇଥିବା ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ଉପରେ ଅର୍ଥ-ବଳ, ପ୍ରତାରଣା ଏବଂ ହଇରାଣ ହରକତ କରି ବିଜେପି ନିଜ ସଦସ୍ୟଙ୍କୁ ଅଧ୍ଯକ୍ଷ ବନାଇଲା । ଏବେ ବିଜେପି ବ୍ଲକ ସ୍ତରୀୟ ନିର୍ବାଚନରେ ସାମାନ ପ୍ରକ୍ରିୟା ଦୋହରାଇବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.