ଲକ୍ଷ୍ନୌ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 43 ଜଣ ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଇଛନ୍ତି । ଯେଉଁଥିରେ ଉତ୍ତରପ୍ରଦେଶର 7 ଜଣ ସାଂସଦ ରହିଛନ୍ତି । ଏହା ମଧ୍ୟରେ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଅଖିଳେଶ ଯାଦବ ଟ୍ବିଟ୍ କରି କହିଛନ୍ତି,‘କେବଳ କୋଚ୍ ନୁହେଁ ପୁରା ଟ୍ରେନ୍ ବଦଳାଇବା ଆବଶ୍ୟକ’। ଏତେ ସଂଖ୍ୟକ ମନ୍ତ୍ରୀ ଏବଂ ମନ୍ତ୍ରଣାଳୟ ବଦଳାଇ ବିଜେପି ସରକାର ନିଜେ ସ୍ବୀକାର କରିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ବିଜେପି ବିଫଳ ହୋଇଛି । ସରକାର ଚଳାଇବା ପାଇଁ ବିଜେପି ନୈତିକ ଅଧିକାର ହରାଇଛି । ଏବେ ଦେଶ ଏବଂ ରାଜ୍ୟରେ ପରିବର୍ତ୍ତନର ଲହରୀ ଦେଖିବାକୁ ମିଳୁଛି ।
-
इतनी बड़ी संख्या में मंत्री या मंत्रालय बदलने से भाजपा सरकार ने ख़ुद स्वीकार कर लिया है कि वो हर क्षेत्र में नाकाम रही है।
— Akhilesh Yadav (@yadavakhilesh) July 7, 2021 " class="align-text-top noRightClick twitterSection" data="
ज़रूरत केवल डिब्बे नहीं पूरी ट्रेन को बदलने की है।
भाजपा ने सरकार चलाने का नैतिक अधिकार खो दिया है।
देश-प्रदेश में बदलाव की लहर है। #नहीं_चाहिए_भाजपा
">इतनी बड़ी संख्या में मंत्री या मंत्रालय बदलने से भाजपा सरकार ने ख़ुद स्वीकार कर लिया है कि वो हर क्षेत्र में नाकाम रही है।
— Akhilesh Yadav (@yadavakhilesh) July 7, 2021
ज़रूरत केवल डिब्बे नहीं पूरी ट्रेन को बदलने की है।
भाजपा ने सरकार चलाने का नैतिक अधिकार खो दिया है।
देश-प्रदेश में बदलाव की लहर है। #नहीं_चाहिए_भाजपाइतनी बड़ी संख्या में मंत्री या मंत्रालय बदलने से भाजपा सरकार ने ख़ुद स्वीकार कर लिया है कि वो हर क्षेत्र में नाकाम रही है।
— Akhilesh Yadav (@yadavakhilesh) July 7, 2021
ज़रूरत केवल डिब्बे नहीं पूरी ट्रेन को बदलने की है।
भाजपा ने सरकार चलाने का नैतिक अधिकार खो दिया है।
देश-प्रदेश में बदलाव की लहर है। #नहीं_चाहिए_भाजपा
ସେ ଆହୁରୀ ମଧ୍ୟ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ବିଜେପି ଗଣତନ୍ତ୍ରର ମଜାକ ଉଡାଇଛି । ରାଜ୍ୟ ବିଜେପି ତୁଳନାରେ ସମାଜବାଦୀ ପାର୍ଟିର ଜିଲ୍ଲା ପଞ୍ଚାୟତ ଅଧିକ ସଦସ୍ୟ ବିଜୟୀ ହୋଇଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଦ୍ବାରା ଜିତାଯାଇଥିବା ଜିଲ୍ଲା ପଞ୍ଚାୟତ ସଦସ୍ୟଙ୍କ ଉପରେ ଅର୍ଥ-ବଳ, ପ୍ରତାରଣା ଏବଂ ହଇରାଣ ହରକତ କରି ବିଜେପି ନିଜ ସଦସ୍ୟଙ୍କୁ ଅଧ୍ଯକ୍ଷ ବନାଇଲା । ଏବେ ବିଜେପି ବ୍ଲକ ସ୍ତରୀୟ ନିର୍ବାଚନରେ ସାମାନ ପ୍ରକ୍ରିୟା ଦୋହରାଇବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ