ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 8, 2022, 7:13 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ

14 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ହେଲେ ବିଜୁ ଜନତା ଦଳ ପକ୍ଷରୁ କିଏ ହେବ ପ୍ରାର୍ଥୀ ସେ ନେଇ ସସ୍ପେନ୍ସ ଜାରି ରହିଛି ।

୨.ସଫଳ ହେଲା ବିହାର ବନବିଭାଗ, ଟଳିଲା ମଣିଷଖିଆ ବାଘ

ବିହାରର ବଗହା ଅଞ୍ଚଳରେ ଗତ ୧ ମାସରେ ୯ ଜଣଙ୍କ ଜୀବନ ନେଇଥିବା ନରହନ୍ତା ବାଘର ଶେଷରେ ମୃତ୍ୟୁ ଘଟିଛି । ବନ ବିଭାଗ ଗୁଳି ଦ୍ବାରା ଟଳିଛି ଏହି ହିଂସ୍ର ପଶୁ ।

୩.Kejriwal Gujarat Visit: ଗସ୍ତ ପୂର୍ବରୁ ଲାଗିଲା ଧର୍ମ ବିରୋଧୀ ପୋଷ୍ଟର

ଶନିବାରଠୁ ୨ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗସ୍ତ ପୂର୍ବରୁ ଭଦୋଦରାରେ କେଜ୍ରିୱାଲଙ୍କ ବିରୋଧରେ ଲାଗିଲା ଧର୍ମ ବିରୋଧୀ ପୋଷ୍ଟର ।

୪.ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ସୋଡିୟମର ଅନୁସନ୍ଧାନ କଲା ISRO

ଭାରତୀୟ ମହାକାଶ ଗବେଷଣା ସଂଗଠନକୁ ବଡ ସଫଳତା । ଚନ୍ଦ୍ରପୃଷ୍ଠରେ ସୋଡିୟମର କଲା ଅନୁସନ୍ଧାନ(Sodium Detect On Moon) ।

୫.ନିମାପଡାରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା, ସାମିଲ ହେଲେ ମନ୍ତ୍ରୀ ସମୀର ଦାଶ

ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ନିମାପଡା ଓ ଗୋପ ଅଞ୍ଚଳର ହଜାର ହଜାର ବିଜେଡି କର୍ମୀ ଏଥିରେ ସାମିଲ ହୋଇଛନ୍ତି ।

୬.ଭସାଣି ସମୟରେ କଟକରେ ଗଣ୍ଡଗୋଳ, ମାମଲା ରୁଜୁ କଲା ପୋଲିସ
ବାଦାମବାଡ଼ି ଥାନା ଝାଞ୍ଜିରୀମଙ୍ଗଳାରେ ଭସାଣୀ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ ।

୭.Bharat Jodo Padayatra: ନିଆଳିରେ ଗର୍ଜିଲା କଂଗ୍ରେସ, ହିଂସା ଓ ଘୃଣା ଛାଡ ଡାକରା

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ କଳାପକୁ ନିନ୍ଦା କରିବା ସହ ଆଗାମୀ ଦିନରେ କଂଗ୍ରେସ ଦଳକୁ ସଙ୍ଗଠିତ କରିବା ପାଇଁ ନେତୃବୃନ୍ଦ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

୮.ଦଶହରା ଖର୍ଚ୍ଚ ନଦେବାରୁ ପାଣି ବନ୍ଦ କରିଲେ ପମ୍ପ ଡ୍ରାଇଭର, ଗ୍ରାମବାସୀଙ୍କ ବିକ୍ଷୋଭ

୫୦ ଟଙ୍କା ଦଶହରା ଖର୍ଚ୍ଚ ନଦେବାରୁ ଜଳ ଯୋଗାଣ ବନ୍ଦ କରିଦେଲେ ପମ୍ପ ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ପାଟରାପଲ୍ଲୀ ଓ ଅରଖପଲ୍ଲୀରେ ।

୯.Ind vs SA ODI: ଚହରଙ୍କ ବଦଳରେ ସ୍ଥାନ ପାଇଲେ ୱାସିଙ୍ଗଟନ ସୁନ୍ଦର

ଭାରତୀୟ ଷ୍ଟାର ବୋଲର ଦୀପକ ଚହର ଆହତ ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ଯୁବ ବୋଲର ୱାସିଙ୍ଗଟନ ସୁନ୍ଦର ।

୧୦.Women's Asia Cup: ୫୯ ରନରେ ବାଂଲାଦେଶକୁ ହରାଇଲା ଭାରତ

ଆଜି ଖେଳାଯାଇଥିବା ମହିଳା ଏସିଆ କପରେ ଭାରତ ୫୯ ରନରେ ବାଂଲାଦେଶକୁ ହରାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.