ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 3, 2022, 7:04 PM IST

୧.ଧାମନଗର ଉପନିର୍ବାଚନ: ଲଢ଼େଇ ପାଇଁ ପ୍ରସ୍ତୁତ ପ୍ରମୁଖ ରାଜନୈତିକ ଦଳ

ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି ।

୨.ଭକ୍ତିରେ ବାଧକ ସାଜିଛି ଭୟ, ଏହି ଗାଁରେ ଭାଙ୍ଗିଛି ୫୦୦ ବର୍ଷର ପରମ୍ପରା

ରାଜା ରାଜୁଡା ଅମଳରୁ ହୋଇ ଆସୁଥିବା ଦୂର୍ଗାପୂଜା ବନ୍ଦ ରହିଛି । ପୂଜାରେ ତ୍ରୁଟି ପାଇଁ ଯଦୁମଣି ରଣବାଡ଼ ପରିବାର ବଂଶ ଲୋପ ପାଇଥିବା କଥା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

୩.ଦୁର୍ଘଟଣାର ରୂପ ଦେଇ ଗାଡି ବିକ୍ରି ଉଦ୍ୟମ, ଧରାପଡିଲା ଚାଳକ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଘାଟିରେ ଦୁର୍ଘଟଣାର ରୂପ ଦେଇ ଗାଡି ବିକ୍ରି କରିବା ଉଦ୍ୟମ କରି ଶେଷରେ ପୋଲିସ ହାତରେ ଧରାପଡିଲା ଗାଡି ଚାଳକ ।

୪.ରାଜଧାନୀରେ ଜୁଆ ଆଡ୍ଡା ଉପରେ ଚଢାଉ, ୬ ଗିରଫ

ଅନ୍ଧାର ଆଢୁଆଳରେ ରାଜଧାନୀରେ ଜୁଆ ଖେଳ ଚାଲିଥିବାବେଳେ, ମାଡି ବସିଲା ଲିଙ୍ଗରାଜ ଥାନା ପୋଲିସ । ୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ।

୫.ବଦଳୁଛି କାଶ୍ମୀର: ଭିଡିଓ ସେୟାର କରି ମନ ଜିଣୁଛନ୍ତି ୧୦ବର୍ଷର ଝିଅ

କାଶ୍ମୀର ଉପତ୍ୟାକାର ସବୁଠାରୁ କମ୍‌ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନନ୍ସର୍‌ ଭାବରେ ପରିଚୟ ପାଇଛନ୍ତି । ଭିଡିଓ ସେୟାର କରି ଲୋକଙ୍କ ମନ ଜିତୁଛନ୍ତି ଜମ୍ମୁ କାଶ୍ମୀରର ଝିଅ।

୬.ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ICUରୁ ବାହାର କରାଯାଇ CCUରେ ଭର୍ତ୍ତି କରାଯାଇଛି ।

୭.ରାଜଧାନୀରେ ସକ୍ରିୟ ବନଜାରା ଗ୍ୟାଙ୍ଗ୍, RPF ହାତରେ ଧରାପଡିଲେ ୫ ମହିଳା

ପୂଜା ପୂର୍ବରୁ ରାଜଧାନୀରେ ମାତିଛନ୍ତି ଲୁଟେରା । ଗହଳି ଦେଖି ଲୁଟି ନେଉଛନ୍ତି ସର୍ବସ୍ବ । ତେବେ ଟାର୍ଗେଟରେ ବୃଦ୍ଧ, ମହିଳା ଓ ଛୁଆ ଧରିଥିବା ବ୍ୟକ୍ତି ।

୮.ମେଡିସିନ୍‌ରେ ସ୍ୱାଣ୍ଟେ ପାବୋଙ୍କୁ ନୋବେଲ ପୁରସ୍କାର

ଘୋଷଣା ହେଲା ବର୍ଷ ୨୦୨୨ର ନୋବେଲ ପୁରସ୍କାର ବିଜେତା । ମେଡିସିନ୍‌ ଓ ମନୋବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳ ଗବେଷଣା ଯୋଗୁଁ ସ୍ବିଡେନ୍‌ର ସ୍ବାଣ୍ଟେ ପାବୋଙ୍କୁ ଏହି ପୁରସ୍କାରରେ ସମ୍ମାନିତ ହେବେ ।

୯.ବିଶ୍ବର ସର୍ବବୃହତ OLED TV ଲଞ୍ଚ୍‌ କଲା LG

ବିଶ୍ବର ସର୍ବବୃହତ OLED TV ଲଞ୍ଚ କଲା ପ୍ରସିଦ୍ଧ ଇଲେକ୍ଟ୍ରୋନିକ୍ସ କମ୍ପାନୀ LG(LG unveils world's largest OLED TV) ।

୧୦.Ind VS SA: ତୃତୀୟ ଟି-୨୦ ମ୍ୟାଚ ଖେଳିବେ ନାହିଁ ବିରାଟ, ରାହୁଲ

ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଖେଳିନପାରନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ କେଏଲ୍ ରାହୁଲ । ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.