ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 16, 2022, 5:22 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.Bhubaneswar Railway Station: ଖୁବଶୀଘ୍ର ନବକଳେବର, ପ୍ଲାନିଂ ଡିଜାଇନ ଶେଷ

ଭୁବନେଶ୍ବର ରେଳଷ୍ଟେସନର ନବକଳେବର ହେବାକୁ ଯାଉଛି । ଏହାକୁ ବିଶ୍ବସ୍ତରୀୟ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

୨.ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G ସେବା: ଆଇଟି ମନ୍ତ୍ରୀ

ଦେଶରେ ଚଳିତ ମାସ ଅକ୍ଟୋବର ୧ ତାରିଖରେ 5G ସେବାର ଯୁଗ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

୩.Delhi excise policy scam: ସିସୋଦିଆଙ୍କୁ CBI ସମନ, କାଲି ହେବେ ଜେରା

ଆସନ୍ତାକାଲି ସିବିଆଇ ମୁଖ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ ସିସୋଦିଆ (Delhi excise policy scam) । ଗିରଫ ଆଶଙ୍କା କଲା ଦଳ । ଅବକାରୀ ପଲିସି ଦୁର୍ନୀତି ମାମଲାର ତଦନ୍ତ କରୁଛି ସିବିଆଇ ।

୪.ପେଗାସସ ଆଶଙ୍କା, ବ୍ୟୁରୋକ୍ରାଟ୍ସଙ୍କୁ ଆଇ ଫୋନ ବ୍ୟବହାର କରିବାକୁ ମମତାଙ୍କ ପରାମର୍ଶ

ବହୁଚର୍ଚ୍ଚିତ ପେଗାସସ ବିବାଦ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶଙ୍କା । ଏ ନେଇ ବ୍ୟୁରୋକ୍ରାଟ୍ସଙ୍କୁ ଆଇ ଫୋନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

୫.ଠିକା ନିଯୁକ୍ତି ଭଳି ଠିକା ସରକାରର ମଧ୍ୟ ଉଚ୍ଛେଦ ହେବା ଦରକାର: ଜୟ ନାରାୟଣ ମିଶ୍ର

ଓଡ଼ିଶାରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ନିର୍ବାଚନ ପୂର୍ବରୁ ଏହା ନବୀନ ବାବୁଙ୍କ ହାଇଡ୍ରାମା ଓ ଧୂଆଁବାଣ ।

୬.ଅର୍ଚ୍ଚନା ସ୍କାଣ୍ଡାଲ ଘଟଣା ଚାପିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

ଅର୍ଚ୍ଚନା ନାଗ ହନିଟ୍ରାପ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । କିଭଳି ବଡ଼ ବଡ଼ ନେତା ଓ ବିତ୍ତଶାଳି ଅର୍ଚ୍ଚନା ନାଗ ଫାଶରେ ପଡ଼ୁଥିଲେ ତାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ (Archana Nag Scandal) ।

୭.Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନ

ଖୁବଶୀଘ୍ର ଶେଷ ହେବାକୁ ଯାଉଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ । କାମ ଜୋରସୋରରେ ଚାଲିଥିବା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

୮.Bharat Jodo Yatra: ବିଦ୍ୟୁତ ଆଘାତରେ 4 ଆହତ, ହସ୍ପିଟାଲରେ ଭେଟିଲେ ରାହୁଲ

କର୍ଣ୍ଣାଟକର ବେଲାରୀରେ ଭାରତ ଯୋଡୋ ଯାତ୍ରା ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଆସି 4 କଂଗ୍ରେସ କର୍ମୀ ଆହତ । ହସ୍ପିଟାଲରେ ଭେଟିଲେ ରାହୁଲ ଗାନ୍ଧୀ ।

୯.ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟା କରିଥିବା ସୂଚନା ।

୧୦.T20 World Cup 2022: ଆରମ୍ଭରୁ ବିପର୍ଯ୍ୟୟ, ଶ୍ରୀଲଙ୍କାକୁ ହରାଇଲା ନାମିବ୍ୟା

ବିଜୟରୁ ନାମିବ୍ୟାର ଅଭିଯାନ ଆରମ୍ଭ କରିଛି । 55 ରନରେ ହାରିଛି ଏସିଆ ଚାମ୍ପିୟନ ଶ୍ରୀଲଙ୍କାକୁ ହରାଇ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ପ୍ରଥମ ବିପର୍ଯ୍ୟୟ ଘଟାଇଛି ନାମିବ୍ୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.