ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 9, 2022, 5:14 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.Dhamnagar Bypoll: ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ବିଜେପି ।

୨.ସିନ୍ଦେ ଓ ଠାକ୍‌ରେ ଗୋଷ୍ଠୀକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ବଦଳିବ ଶିବସେନାର ଚିହ୍ନ !

ମହାରାଷ୍ଟ୍ରର ଦୁଇ ଶିବସେନା ଗୋଷ୍ଠୀକୁ ଦଳୀୟ ଚିହ୍ନ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଅକ୍ଟୋବର ୧୦ ତାରିଖ ସୁଦ୍ଧା ଚିହ୍ନ ଚୂଡ଼ାନ୍ତ କରି ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି ।

୩.ଦୁଇ ବର୍ଷ ପରେ ଧୁମଧାମରେ ମହମ୍ମଦଙ୍କ ଜୟନ୍ତୀ ପାଳିଲେ ମୁସଲିମ ସମ୍ପ୍ରଦାୟ

ମହାଆଡମ୍ବରରେ ପାଳନ ହୋଇଛି ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ । ମହମ୍ମଦଙ୍କ ଜୟନ୍ତୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର।

୪.PIZZA ଭିତରୁ କାଚ ଖଣ୍ଡ ବାହାରିଥିବା ଅଭିଯୋଗ, ଡୋମିନୋଜର ତଦନ୍ତ ନିର୍ଦ୍ଦେଶ

ପିଜା ଭିତରୁ କାଚ ଖଣ୍ଡ ବାହାରିଥିବା ନେଇ ମୁମ୍ବାଇର ଜଣେ ଗ୍ରାହକ ଡୋମିନୋଜ ପିଜା କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ।

୫.Russian-Ukraine war: ଜାପୋରିଜିୟାରେ ଋଷର ରକେଟ ମାଡ, ୧୭ରୁ ଊର୍ଦ୍ଧ୍ବ ମୃତ

ୟୁକ୍ରେନର ଜାପୋରିଜିୟା ଅଞ୍ଚଳରେ ଋଷର ବୋମା ମାଡ । ୧୭ରୁ ଊର୍ଦ୍ଧ୍ବ ପ୍ରାଣ ହରାଇଥିବାବେଳେ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ୟୁକ୍ରେନର ଦାବି ।

୬.ସମଲେଇ ଯାତ୍ରାରେ ସାମରିକ କଳାରେ ଭରପୁର ବାଡିଖେଳ ପ୍ରଦର୍ଶିତ

ସୁବର୍ଣ୍ଣପୁର ସହରରେ ଯାଦବ ସମାଜ ପକ୍ଷରୁ ସାମରିକ କଳାରେ ଭରପୁର ପାରମ୍ପରିକ ବାଡିଖେଳର ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି ।

୭.ଉତ୍ତର ପ୍ରଦେଶରେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ଶିଶୁଙ୍କ ସମେତ ୭ ମୃତ

ଉତ୍ତର ପ୍ରଦେଶର ବାହରାଇଚରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଶିଶୁଙ୍କ ସମେତ ୭ ମୃତ(Seven die due to electrocution in up) ।

୮.ମହମ୍ମଦ ଜୟନ୍ତୀ, ସୁବର୍ଣ୍ଣପୁରରେ ମୁସଲିମ ସଂପ୍ରଦାୟ ପକ୍ଷରୁ ଶୋଭାଯାତ୍ରା

ମୁସଲମାନ ସଂପ୍ରଦାୟ ପକ୍ଷରୁ ମହମ୍ମଦ ଜୟନ୍ତୀ ପାଳିତ । ସୁବର୍ଣ୍ଣପୁର ମଝିପଡା ମସଜିଦରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି ।

୯.ଆଜି ଗୋପବନ୍ଧୁ ଦାସଙ୍କ 145ତମ ଜୟନ୍ତୀ: ତ୍ୟାଗ-ଦେଶ ସେବାକୁ ମନେ ପକାଇଲା ସୁଆଣ୍ଡୋ

ପୁରୀ ଜିଲ୍ଲା ସତ୍ୟବାଦୀ ସୁଆଣ୍ଡୋରେ ଥିବା ଜନ୍ମପୀଠରେ ପାଳନ ହେଲା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ (Birth anniversary of Pandit Gopabandhu Das)।

୧୦.National Games 2022: ଫାଇନାଲରେ ଓଡିଶା ମହିଳା ଫୁଟବଲ ଟିମ୍, ପଦକ ପକ୍କା

36ତମ ଜାତୀୟ କ୍ରୀଡା ଫାଇନାଲରେ ପ୍ରବେଶ କରିଛି ଓଡିଶା ମହିଳା ଫୁଟବଲ ଟିମ୍ । ସେମିଫାଇନାଲରେ ତାମିଲନାଡୁକୁ 3-0 ଗୋଲରେ ପରାସ୍ତ କରିଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.