ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 18, 2022, 5:07 PM IST

୧.କାଶ୍ମୀରରେ ପାକିସ୍ତାନୀ ଡ୍ରୋନ, ଜାରି ରହିଛି ସର୍ଚ୍ଚ ଅପରେସନ

କାଶ୍ମୀରରେ ଏକ ଗ୍ରାମରେ ଦେଖାଗଲା ପାକିସ୍ତାନୀ ଡ୍ରୋନ । ସୁରକ୍ଷାବଳକୁ ସୂଚନା ଦେଲେ ଗ୍ରାମବାସୀ । ଘଟଣାସ୍ଥଳରେ ସ୍ବତନ୍ତ୍ର ଅପରେସନ ଗ୍ରୁପର ଯବାନ ।

୨.ରାଜସ୍ଥାନରେ ମିଠାଖାଇ ଶତାଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବିଷାକ୍ତ ମିଠାଖାଇ 125 ଜଣ ଅସୁସ୍ଥ । ସମସ୍ତଙ୍କୁ ଉଦ୍ଧାର କରାଯାଇ ମହାତ୍ମାଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୩.ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ଏକାଧିକ ସ୍ଥାନରେ NIA ରେଡ୍

ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୪ଟି ସ୍ଥାନରେ ଛାପା ମାରିଲା NIA ।

୪.ଦୁର୍ଗା ଓ ଲକ୍ଷ୍ମୀପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ମଣ୍ଡପରେ ଲାଗିବ CCTV

ଖୋର୍ଦ୍ଧା ସହରରେ ଦଶହରା ଓ ଲକ୍ଷ୍ମୀ ପୂଜାକୁ ସୁରୁଖୁରୁରେ ତୁଲାଇବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

୫.ଓସାକା ନୂଆଁଖାଇ ଭେଟଘାଟ, ମନ୍ତ୍ରୀଙ୍କ ନାଚରେ ଦୁଲକିଲା ମଞ୍ଚ

ଓସାକା ପକ୍ଷରୁ ଆଜି ହାଇଦ୍ରାବାଦର ଶ୍ରୀଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହେଉଛି ।

୬.ଶ୍ରୀକ୍ଷେତ୍ର ଆକାଶରେ ବାୟୁବୀରଙ୍କ ଜଲୱା, ପରାକ୍ରମ ଦେଖାଇଲେ ସୂର୍ଯ୍ୟକିରଣ

ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଅନୁଷ୍ଠିତ ହୋଇଛି ସୂର୍ଯ୍ୟକିରଣ ଏୟାର ସୋ । 9ଟି ହକ ଲଢୁଆ ବିମାନରେ ରଣ କୌଶଳ ସହ ଚିତ୍ତାକର୍ଷକ ପ୍ରଦର୍ଶନ ଦେଖାଇ ଶତ୍ରୁକୁ ଚେତାବାନୀ ଦେଲେ ଆମ ବାୟୁବୀର ।

୭.ଅଧା ରହିଲା ବଦ୍ରିନାଥ ଦର୍ଶନ, ବାଟରେ ଆଖି ବୁଜିଲେ ଓଡିଆ ଶ୍ରଦ୍ଧାଳୁ

ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ଧାମ ଯାତ୍ରାରେ ଯାଉଥିବା ସମୟରେ ବାଟରେ ଓଡିଆ ମହିଳାଙ୍କ ମୃତ୍ୟୁ ।

୮.ବିରାଟ କୋହଲିଙ୍କ ପାଇଁ ମିସ୍ ୟୁ ନୋଟ୍‌ ଲେଖିଲେ ଅନୁଷ୍କା, କମେଣ୍ଟ ଦେଲେ ରଣଭୀର

ଅନୁଷ୍କା ଲଣ୍ଡନରେ ଏକୁଟିଆ ଅଛନ୍ତି ଏବଂ ସ୍ୱାମୀ ବିରାଟଙ୍କୁ ମିସ୍‌ କରୁଛନ୍ତି । ବିରାଟଙ୍କ ସହ ଏକ ଫଟୋ ସେୟାର କରି ସେ ଏକ ନୋଟ୍ ଲେଖିଛନ୍ତି ।

୯.Ind vs Eng Womens ODI: ଟସ୍‌ ଜିତିଲା ଭାରତ, ପ୍ରଥମେ ବୋଲିଂ ନିଷ୍ପତ୍ତି

ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଆଜି ଖେଳାଯାଉଛି ଦିନିକିଆ ସିରିଜର ପ୍ତମ ମ୍ୟାଚ୍‌ । ଟସ୍‌ ଜିତି ଟିମ ଇଣ୍ଡିଆ କ୍ୟାପଟେନ୍‌ ହରମନପ୍ରିତ କୌର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।

୧୦.Jhalak dikhhla jaa: ଧାକଡ ଗୀତରେ ଧୁମ୍‌ ମଚାଇଲେ ଦୂତି ଚାନ୍ଦ

ଡ୍ୟାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜାରେ ପ୍ରତିଯୋଗୀ ଭାରେ ନଜର ଆସିଛନ୍ତି ଦୌଡରାଣୀ ଦୂତି । ପ୍ରଥମ ଦିନ ବଲିଉଡ ଗୀତ ଧାକଡ ଗୀତରେ ଡ୍ୟାନ୍ସ କରି ବିଚାରକଙ୍କ ମନ ଜିତିଛନ୍ତି ଦୂତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.