ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 7, 2022, 5:04 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.ଓଡିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ, ନବୀନ ଓ ନୀତିଶ ଭେଟଘାଟ ନେଇ ଚର୍ଚ୍ଚା

ନୀତିଶ କୁମାର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିପାରନ୍ତି(Bihar CM Nitish Kumar may visit Odisha) !

୨.ସାଇତାନ ସନ୍ତାନ, ପୁଅକୁ କହି ମାଆକୁ ୯ ଖଣ୍ଡ କରି କାଟିଦେଲା

ମାଆକୁ ହତ୍ୟା କଲା ପୁଅ । ପୁଅକୁ କହି ମାଆକୁ ହତ୍ୟା କରାଇଲା । ଏହାପରେ ଫିଲ୍ମ ଷ୍ଟାଇଲରେ ମୃତଦେହକୁ ଖଣ୍ଡ ଖଣ୍ଡ କରିଦେଲା ନାତି ।

୩.Coal Scam Case: ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍

କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ରେଡ୍ ।

୪.ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ଘଟଣା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଆସିଲା ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ । ଆତ୍ମହତ୍ୟା କରିଥିଲେ ବିଚାରପତି ।

୫.ପରମ୍ପରାର ହେଲା ବିଜୟ, ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଲା ଶାନ୍ତି ଓ ପୂଜା କମିଟି

୧୮ ତାରିଖ ପରିବର୍ତ୍ତେ ୨୫ ତାରିଖରେ ଭସାଣି ହେବେ ବୁଢା ଗଣେଶ । ଏନେଇ ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଶାନ୍ତି କମିଟି ଓ ପୂଜା କମିଟି ।

୬.ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, 2 ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଘଟଣାକୁ ୨ ମାସ ପୂରିଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ । ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଧମକ ଦେଲେ ଫାଇନାନ୍ସ କର୍ମଚାରୀ ।

୭.ଓଡ଼ିଶାର ଅଭିନବ ପ୍ରଚେଷ୍ଟା ଓ ପ୍ରଯୁକ୍ତିବିଦ୍ୟା ପ୍ରୟୋଗରୁ ଶିକ୍ଷା ଲାଭ କରିବାକୁ CSଙ୍କ ପରାମର୍ଶ

ବିଭିନ୍ନ କ୍ଷେତ୍ରରେ ଅଭିନବ ସୃଜନାତ୍ମକ ପ୍ରଚେଷ୍ଟାରୁ ଶିକ୍ଷା ଲାଭ କରି ନିଜ ନିଜ ଅଞ୍ଚଳରେ କ୍ଷେତ୍ରସ୍ତରୀୟ ପ୍ରୟୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବିଶମାନଙ୍କୁ ପରାମର୍ଶ ଦେଇଛନ୍ତି ।

୮.Relationship Tips: ସମ୍ପର୍କରେ ବିଶ୍ବାସ ବଜାୟ ରଖିବାକୁ ଆପଣାନ୍ତୁ ଏସବୁ ଟିପ୍ସ

ସମ୍ପର୍କକୁ ଚିରସ୍ଥାୟୀ ଏବଂ ଯଦିଓ କୌଣସି କାରଣରୁ ସମ୍ପର୍କ ଭାଙ୍ଗିଯାଇଛି ତେବେ କିପରି ସମ୍ପର୍କକୁ ପୁନଃ ଆରମ୍ଭ କରିବେ ସେ ଉପରେ ଜଣେ ସାଇକୋଥେରାପିଷ୍ଟ ଇମିଲି ଏଚ୍ ସାଣ୍ଡର୍ସ ଆଲୋଚନା କରିଛନ୍ତି ।

୯.ମଣି ରତ୍ନମ୍‌ଙ୍କ ଫିଲ୍ମ Ponniyin Selvanର ଧମାକାଦାର ଟ୍ରେଲର ରିଲିଜ

ମଣି ରତ୍ନମ୍‌ଙ୍କ ଐତିହାସିକ ଡ୍ରାମା ଚଳଚ୍ଚିତ୍ର ପୋନିୟିନ୍ ସେଲଭାନ୍‌ର ଟ୍ରେଲର ଲଞ୍ଚ କରାଯାଇଛି । ଏହି ଫିଲ୍ମ ସେପ୍ଟେମ୍ବର 30ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ ।

୧୦.Asia Cup 2022: ଭାରତର ଫାଇନାଲ ଆଶା କ୍ଷୀଣ, ଏବେ ବି ରହିଛି ସାମାନ୍ୟ ସୁଯୋଗ

ଏସିଆ କପ୍ ସୁପର ଫୋର ରାଉଣ୍ଡରେ ଭାରତର ଲଗାତାର ଦ୍ବିତୀୟ ପରାଜୟ ଦଳର ଫାଇନାଲରେ ପ୍ରବେଶ ନେଇ ଏକପ୍ରକାର ଆଶା ଆଶଙ୍କାରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.