ETV Bharat / bharat

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଟପ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 24, 2022, 5:02 PM IST

୧.ଶ୍ୱାସରୁଦ୍ଧ ଯୋଗୁଁ ହୋଇଛି ଶ୍ୱେତାଙ୍କ ମୃତ୍ୟୁ, ଆଗେଇପାରୁନି ସୋମ୍ୟଜିତ୍ ପାଇଁ ତଦନ୍ତ

ସଫ୍ଟଓୟାର ଇଞ୍ଜିନିୟର ଶ୍ବେତାଙ୍କ ଆତ୍ମହତ୍ୟା ଘଟଣା । ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଛି ।

୨.5 କୋଟିର ମାନହାନୀ ମକଦ୍ଦମା କଲେ ପ୍ରକୃତି ମିଶ୍ର

ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ଶ୍ବଶୁର ଲଳିତ ଶତପଥୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଗତକାଲି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

୩.ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ଦୁଇଟି AK-47 ଆସଲ୍ଟ ରାଇଫଲ ଜବତ କଲା ED

ଝାଡଖଣ୍ଡ ଖଣି ଦୁର୍ନୀତିର ତଦନ୍ତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ । ଜବତ ହେଲା ଦୁଇଟି ଏକେ-୪୭ ଆସଲ୍ଟ ରାଇଫଲ ।

୪.କଂଗ୍ରେସ ମୁଖପାତ୍ର ପଦରୁ ଇସ୍ତଫା ଦେଲେ ଜୟବୀର ସର୍ଗିଲ

ଦଳର ନିର୍ଣ୍ଣୟ ନେଇ ଇସ୍ତଫା ପତ୍ରରେ ଉଠାଇଲେ ପ୍ରଶ୍ନ । କହିଲେ ସାଧାରଣ ସ୍ବାର୍ଥରେ ନଷ୍ପତ୍ତି ନେଉନି ଦଳ ।

୫.ଆଉ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ 6 ମାସ ବୃଦ୍ଧିକୁ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର ।

୬.20 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ବାଳ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

୭.ଅନୁଗୋଳରୁ ବ୍ରାଉନସୁଗାର ଓ କୋରେକ୍ସ ଜବତ, ୫ ନିଶା ମାଫିଆ ଗିରଫ

ସମଲ ଥାନା ଅଞ୍ଚଳରେ ବଢୁଛି ନିଶା କାରବାର । ପୋଲିସ ହେପାଜରେ 5 ଅଭିଯୁକ୍ତ ।

୮.WFH ବଢାଇଲା ପର୍ଣ୍ଣ ଦେଖିବା ନିଶା, ଅଶ୍ଲୀଳ ଫିଲ୍ମ ଦେଖିବାରେ ଆଗରେ ଲଣ୍ଡନ

ୱାର୍କ ଫ୍ରମ୍ ହୋମ(work from home) ପର ଠାରୁ United Kingdom(ଲଣ୍ଡନ)ରେ ବୃଦ୍ଧି ପାଉଛି ଅଶ୍ଳୀଳ ଭିଡିଓ(Porn Video) ଦେଖିବା ନିଶା ।

୯.Boycott Trend ନେଇ ମୁହଁ ଖୋଲିଲେ ସ୍ବରା, କହିଲେ SSRଙ୍କ ମୃତ୍ୟୁ ପରେ ବଲିଉଡ ପ୍ରତି ଘୃଣା ବଢିଛି

Swara Bhasker On Boycott Trends, ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ପ୍ରତି ଘୃଣା ଭାବ ବୃଦ୍ଧି ପାଇଛି ବୋଲି ଦାବି କରିଛନ୍ତି ସ୍ୱରା ଭାସ୍କର ।

୧୦.ବ୍ଲାକ୍‌ ମୋନୋକିନିରେ ବେବି ବମ୍ପ ଦେଖାଇଲେ ବଲିଉଡ ବିୟୁଟି ବିପାଶା

ମାଆ ହେବେ ବଲିଉଡ ବିୟୁଟି ବିପାଶା ବାସୁ। ତାଙ୍କ ଘରକୁ ଆସିବେ କୁନି ଅତିଥି । ବିପାଶା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.