ETV Bharat / bharat

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 18, 2022, 3:16 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Cyclone threat: ଅପରାହ୍ନ 4ଟାରେ ଜରୁରୀକାଳିନ ବୈଠକ ଡାକିଲେ ସରକାର

ସମ୍ଭାବ୍ୟ ବାତ୍ୟାର କୌଣସି ସ୍ଥିତିର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ବୈଠକ ଡାକିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ

୨. Cyclone threat: ଓଡିଶାରେ ବଢିଲା ବାତ୍ୟା ଭୟ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ବାତ୍ୟା ସମ୍ଭାବନା ଥିବାର ସୂଚନା ଦେଲା ପାଣିପାଗ ବିଭାଗ

୩. ରୋଜର ବିନ୍ନି ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ବିସିସିଆଇ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି

୪. ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ଛାଟ, ରତ୍ନଭଣ୍ଡାର ବନ୍ଦ ମାମଲାରେ ଜବାବ ତଲବ

ହାଇକୋର୍ଟ ରେ ଶ୍ରୀ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାର ଆଜି ଶୁଣାଣି ହୋଇଛି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜଗମୋହନ ଓ ନାଟ୍ୟ ମଣ୍ଡପ ମରାମତି କାର୍ଯ୍ୟ ଶେଷ ହେବ

୫. ଦିନେ ସୁରକ୍ଷା ଓ ବିରତ୍ୱର କଥା କହୁଥିଲା ବାଡିଖେଳ, ଆଜି ହଜିବାକୁ ବସିଛି

ବାଲେଶ୍ଵରର ପ୍ରସିଦ୍ଧ ବାଡିଖେଳ । ଇତିହାସ ସହ ଜଡ଼ିତ ହୋଇ ରହିଥିବା ଏହି ନିଆରା ପରମ୍ପରା ଏବେ ଲୋପ ପାଇବାକୁ ବସିଲାଣି । ସରକାରୀ ସ୍ତରରେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି

୬. Helicopter crash: କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ଉତ୍ତରାଖଣ୍ଡ କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା

୭. COVID 19: ଭାରତରେ ଆଉଏକ ନୂଆ ଭାରିଆଣ୍ଟ ଚିହ୍ନଟ, ସତର୍କ କରାଇଲା ମହାରାଷ୍ଟ୍ର ସରକାର

ଭାରତରେ ଆଉ ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ପାର୍ବଣ ଋତୁ ପାଇଁ ଆଗୁଆ ସତର୍କ କରାଇଲା ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ

୮. କଂଗ୍ରେସ ମିଡ଼ିଆ ସେଲ୍‌ ଆବାହକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ

ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ୍‌ ଆବାହକ ପଦ ଏବଂ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ

୯. ସପ୍ତାହର ସବୁଠୁ ଖରାପ ଦିନ ସୋମବାର !

ଗିଜିନ ୱାର୍ଲ୍ଡ ରେକର୍ଡର ଆଶ୍ଚର୍ଯ୍ୟକର ଘୋଷଣା । ସୋମବାରକୁ ସପ୍ତାହର ସବୁଠାରୁ ଖରାପ ଦିନ ଭାବେ ଘୋଷଣା କଲା ଗିଜିନ ୱାର୍ଲ୍ଡ ରେକର୍ଡ

୧୦. ବିଶ୍ବର ଶ୍ରେଷ୍ଠ ୧୦ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଦୀପିକା ପାଦୁକୋନ୍‌

ନିକଟରେ ବିଜ୍ଞାନ ଅନୁଯାୟୀ ଦୁନିଆର ସବୁଠୁ ସୁନ୍ଦରୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ସେହି ଦୌଡରେ ସାମିଲ ଅଛନ୍ତି ବଲିଉଡର ଟାଲେଣ୍ଟେଡ ଅଭିନେତ୍ରୀ ଦୀପିକା ପାଦୁକୋନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.