ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Nov 2, 2022, 3:10 PM IST

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧.ରାଜରାସ୍ତାରେ ଧନ୍ଦାମୂଳକ ଶିକ୍ଷକ, ଦାବି ପୂରଣ ନହେଲେ ପାଠପଢ଼ା ବନ୍ଦ ଚେତାବନୀ

ସମାନ କାମକୁ ସମାନ ଦରମା ସହ ପୂର୍ଣ୍ଣ ଶିକ୍ଷକତା ଦାବିରେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ହଜାର ହଜାର ଭୋକେସନାଲ ଟ୍ରେନର ।

୨.ବର୍ଷାରେ ବେହାଲ ଚେନ୍ନାଇ: ବୁଡିଛି ରାସ୍ତାଘାଟ, 2 ମୃତ

ଚେନ୍ନାଇରେ ବର୍ଷା ବିପତ୍ତି । ଲଗାତାର ବର୍ଷା କାରଣରୁ ହନ୍ତସନ୍ତ ହୋଇଛନ୍ତି ଲୋକ । ତିନି ବର୍ଷ ମଧ୍ୟରେ ଚେନ୍ନାଇରେ ପ୍ରଥମ ଥର ପାଇଁ ଏପରି ବର୍ଷା ବିପତ୍ତି ଆସିଛି ।

୩.WhatsApp ଅପବ୍ୟବହାରକାରୀଙ୍କ ସଂଖ୍ୟା ବଢୁଛି: ସେପ୍ଟେମ୍ବରରେ 26 ଲକ୍ଷରୁ ଊର୍ଦ୍ଧ୍ବ ଆକାଉଣ୍ଟ ଅଚଳ

କେବଳ ସେପ୍ଟେମ୍ବରରେ 26 ଲକ୍ଷରୁ ଅଧିକ ଭାରତୀୟ ହ୍ବାଟ୍‌ସଆପ୍ ବ୍ୟବହାରକାରୀଙ୍କ ଆକାଉଣ୍ଟ୍ ନିଷିଦ୍ଧ କଲା କମ୍ପାନୀ । ଜୁଲାଇ ତୁଳନାରେ 3 ଲକ୍ଷ ଅପବ୍ୟବହାରକାରୀ ବଢିଛନ୍ତି ।

୪.ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ

ଖଣି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ । ଆସନ୍ତାକାଲି(ଗୁରୁବାର) ହାଜର ହେବା ପାଇଁ ଡକାଇଲା ଇଡି ।

୫.ହାଥରସରେ ଲଜ୍ଜା: ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ ହାଥରସରେ ପୁଣି ଲଜ୍ଜା । କୋଚିଂରୁ ଫେରିବା ବେଳେ ଯୁବତୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଗଣଦୁଷ୍କର୍ମ ।

୬.President To Visit Odisha: ଦୁଇ ଦିନିଆ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ ।

୭.ଖବର ସଂଗ୍ରହ କରିବାକୁ ଯାଇ ପ୍ରାଣ ହରାଇଲେ ଯୁବ ସାମ୍ବାଦିକ ବିକାଶ, ଅନ୍ୟଜଣେ ଗୁରୁତର

ଆରପାରିରେ ଫୁଲବାଣୀର ୱେବ ଚ୍ୟାନେଲ ଓ ପୃଷ୍ଠଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ର । ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବିକାଶ ।

୮.ଆଳୁ ମଞ୍ଜି ପାଇଁ ଯିବାକୁ ପଡିବନି ପଞ୍ଜାବ, କୋରାପୁଟରେ ଆରମ୍ଭ ହୋଇଛି ପ୍ରୟାସ

କମ ଖର୍ଚ୍ଚରେ କୋରାପୁଟ ଜଳବାୟୁରେ ଆଳୁ ବିହନ ଉତ୍ପାଦନ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଭୁବନେଶ୍ବର ସ୍ଥିତ ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ।

୯.ଜନ୍ମଦିନରେ ଫ୍ୟାନ୍ସଙ୍କୁ ଶାହରୁଖଙ୍କ ଭେଟି, ରିଲିଜ୍‌ ହେଲା ଫିଲ୍ମ ପଠାନର ଦମଦାର ଟିଜର

Pathan Teaser Released: ସୁପରଷ୍ଟାର ଶାହରୁଖ ଖାନଙ୍କ ଜନ୍ମଦିନରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପଠାନର ଟିଜର ରିଲିଜ ହୋଇଛି ।

୧୦.UNICEF Warning: ପିଲାଙ୍କ ଜଳଖିଆକୁ ଆଦୌ ଅବହେଳା କରନ୍ତୁ ନାହିଁ

ଡେରାଡୁନରେ ଆୟୋଜିତ UNICEF ତାଲିମ କ୍ୟାମ୍ପରେ ପିଲାମାନଙ୍କ ବ୍ରେକ୍‌ଫାଷ୍ଟ୍ ଉପରେ ଆଲୋଚନା । ଜାଣନ୍ତୁ କଣ କହୁଛନ୍ତି UNICEF ଶିଶୁ କଲ୍ୟାଣ ଅଧିକାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.