ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 30, 2022, 3:15 PM IST

୧.ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ, ନବୀନଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

ଅର୍ଚ୍ଚନା ନାଗ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ପିସିସି ସଭାପତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନୀରବତା ଭଙ୍ଗ କରନ୍ତୁ ବୋଲି କହିଲେ ଶରତ ପଟ୍ଟନାୟକ ।

୨.ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ

ଶୀତ ଆରମ୍ଭ ହୋଇସାରିଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ନଭେମ୍ବର ୧ରୁ ଖୋଲିବ ଶିମିଳପାଳ ଅଭୟାରଣ୍ୟ ।

୩.ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା, ମନ୍ତ୍ରୀଙ୍କ ପୁତୁରାକୁ କୋର୍ଟ ଚାଲାଣ

ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ ଅମରେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ ।

୪.ତେଲେଙ୍ଗାନାରେ ପଞ୍ଚମ ଦିନରେ ଭାରତ ଯୋଡ଼ ଯାତ୍ରା

ତେଲେଙ୍ଗାନେରେ ଭାରତ ଯୋଡ଼ର ପଞ୍ଚମ ଦିନରେ ଗୋଲାପାଲିରୁ ପଦଯାତ୍ରା ଆରମ୍ଭ ହୋଇଛି । ଶନିବାର ମେହବୁବନଗର ସ୍ଥିତ ଧର୍ମପୁରରୁ 20 କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିସାରିଥିବା ଜଣାପଡ଼ିଛି ।

୫.ଜୀବନ ନେଲା BMC ଗାଡି, ମେୟରଙ୍କ ବୁଝାସୁଝା ପରେ ହଟିଲା ରାସ୍ତାରୋକ

ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗରେ ଜୀବନ ନେଲା ବିଏମସି ଗାଡି । ଏନେଇ ଦାରୁଠେଙ୍ଗ ଡମ୍ପିୟାର୍ଡ ସାମ୍ନାରେ ଉତ୍ତେଜନା ଦେଖାଦେଇଛି ।

୬.Himachal election: ପାଖଉଛି ହିମାଚଳ ନିର୍ବାଚନ, ପ୍ରଚାର ପାଇଁ ଶିମଲା ପହଞ୍ଚିଲେ ପ୍ରିୟଙ୍କା

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତାକାଲି କୁଲ୍ଲୁରେ ରୋଡ ଶୋ' କରିବେ କଂଗ୍ରେସ ନେତ୍ରୀ ।

୭.Bharat Jodo Yatra: ପାରମ୍ପରିକ ବାଥୁକମ୍ମା ନୃତ୍ୟରେ ନାଚିଲେ ରାହୁଲ

ତେଲେଙ୍ଗାନାରେ ଭାରତ ଯୋଡ ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଲାପାଲିରେ ପାରମ୍ପରିକ ବାଥୁକମ୍ମା ନୃତ୍ୟରେ ମହିଳାମାନଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି ।

୮.ରାଷ୍ଟ୍ରୀୟ ଏକତା ଦିବସ ପୂର୍ବରୁ BSF ପକ୍ଷରୁ ଶ୍ରୀନଗରରେ ସାଇକେଲ ରାଲି

ପ୍ରତିବର୍ଷ ପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ଅକ୍ଟୋବର 31ରେ ପାଳନ କରିବ ସାରାଦେଶ । ଏହି ଅବସରରେ ବିଏସଏଫ(BSF) ଦ୍ବାରା ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି ।

୯.Mann Ki Baat: କେନ୍ଦୁଝରର କୁନି ଦେହୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର କୁନି ଦେହୁରୀଙ୍କୁ ପ୍ରାଧନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

୧୦.T20 World Cup: ରୋମାଞ୍ଚକର ମ୍ୟାଚ୍‌ରେ ଜିମ୍ବାୱେକୁ ୩ ରନରେ ହରାଇଲା ବାଂଲାଦେଶ

ଜିମ୍ବାୱେକୁ ୩ ରନରେ ହରାଇ ପରାସ୍ତ କରି ରୋମାଞ୍ଚକର ବିଜୟ ହାସଲ କରିଛି ବାଂଲାଦେଶ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.