ETV Bharat / bharat

TOP NEWS 11AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 23, 2022, 11:11 AM IST

ନଜର ପକାନ୍ତୁ NEWS11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11AM,ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଦିନକ ପାଇଁ 6ଟି ଯାତ୍ରୀବାହୀ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ପରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

2.ହୃଦଘାତରେ ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ

ଅଭିନେତ୍ରୀ ସୋନାଲି ଫୋଗଟଙ୍କ ପରଲୋକ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।

3.ଭାରତରେ ପିଲାମାନଙ୍କଠାରେ କାୟାବିସ୍ତାର କରୁଛି Tomato Flu, ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା

ଭାରତର ବିଭିନ୍ନ ରାଜ୍ୟରେ ଟମାଟୋ ଫ୍ଲୁ Tomato Flu କାୟା ବିସ୍ତାର କରିଥିବା ନେଇ ଲାନ୍‌ସେଟ Lancet Report on Tomato Flu ପତ୍ରିକାରେ ତଥ୍ୟ ପ୍ରକାଶ ।

4.ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ସୂଚନା ଦେଇଛନ୍ତି ସିଡିଏମଓ ଡାକ୍ତର ଅରୁଣ ପାଢ଼ୀ

5.Odisha Corona Cases, ଦିନକରେ 206 ସଂକ୍ରମିତ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 206 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
6.India Corona, 8ହଜାର ଉପରେ ଦୈନିକ ସଂକ୍ରମଣ

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 8,586 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ।

7.ହାଇଦ୍ରବାଦରେ ହୋଟେଲ ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ଆତ୍ମହତ୍ୟା

ହାଇଦ୍ରବାଦରେ ହୋଟେଲ ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ଆତ୍ମହତ୍ୟା।

8.ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ, BJP ବିଧାୟକଙ୍କୁ ଉଠାଇନେଲା ପୋଲିସ

ତେଲେଙ୍ଗାନା ବିଜେପି ବିଧାୟକଟି ରାଜା ସିଂହକୁ ଉଠାଇ ନେଲା ପୋଲିସ । ସେ ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ରହିଛି ।

9.ଭାରତୀୟ ବିଦ୍ୟାର୍ଥୀଙ୍କ ପାଇଁ ପୁଣି ଥରେ ଭିସା ଜାରି କରିବ ଚୀନ

କୋରୋନା ସଂକ୍ରମଣ ଯୋଗୁଁ ଭାରତୀୟ ବିଦ୍ୟାର୍ଥୀଙ୍କ ପାଇଁ ବନ୍ଦ କରିଥିବା ଭିସାକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛି ଚୀନ ।

10.SCO Meeting, ଉଜବେକିସ୍ତାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଉଜବେକିସ୍ତାନର ତାସକେଣ୍ଟଠାରେ ସାଂଘାଇ ସହଯୋଗ ସଂଗଠନ(Shanghai Cooperation Organisation) ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ବାର୍ଷିକ ସମ୍ମିଳନୀରେ ସାମିଲ ହେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.