News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ବିହାର ରାଜନୈତିକ ସଂଙ୍କଟ: ଆଜି ଜେଡିୟୁ ବିଧାୟକ ଓ ସାଂସଦଙ୍କ ବୈଠକ ।
- ଆଜି ଅବପାତ ରୂପ ନେବ ଲଘୁଚାପ । ତିନି ଜିଲ୍ଲାରେ ପ୍ରବଳ ବର୍ଷା !
- ଆଜି ସିନ୍ଦେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ।
- ଆଜିଠୁ କଂଗ୍ରେସର ପଦଯାତ୍ରା ।
- ଆଜି ବିଶ୍ବ ଆଦିବାସୀ ଦିବସ ।
- ଆଜି ଅଗଷ୍ଟ କ୍ରାନ୍ତି ଦିବସ ।
- ଆଜି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ।