ETV Bharat / bharat

TOP NEWS AT 7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ ଖବର

ନଜର ପକାନ୍ତୁ 7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 28, 2022, 7:09 PM IST

୧.ବଢୁଛି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା, ଚିନ୍ତାରେ ପାରଳାଖେମୁଣ୍ଡି ମୃଣ୍ମୟୀ ମୂର୍ତ୍ତି କାରିଗର

ବଜାରରେ ବଢୁଛି ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିର ଚାହିଦା । ଏଥିଯୋଗୁଁ ମୃଣ୍ମୟୀ ମୂର୍ତ୍ତି କାରିଗରଙ୍କ ବେପାର ମାନ୍ଦା ।

୨.ବନ୍ୟା ପରେ ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା, ଏକର ଏକର ଚାଷ ଜମି ନଷ୍ଟ

ବନ୍ୟା ପରେ ଚିନ୍ତାରେ ଚାଷୀ । ଶହ ଶହ ଏକର ଚାଷ ଜମିରେ ବାଲି ଚରିଯିବା ସହିତ ଫସଲ ନଷ୍ଟ ହୋଇଇଛି ।

୩.ଚର୍ଚ୍ଚାରେ ନିମାପଡାର ବିକ୍ରମ, ଅସହାୟ ଦମ୍ପତ୍ତିଙ୍କୁ ଜନ୍ମଦିନରେ ଦେଲେ କୋଠାଘର ଉପହାର

ପ୍ରତିବର୍ଷ ଜନ୍ମଦିନରେ ସେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି । ଆଉ ଚଳିତ ଜନ୍ମଦିନରେ ସେ ଅସହାୟ ଦମ୍ପତିଙ୍କୁ ନିଜ ଖର୍ଚ୍ଚରେ ଏକ କୋଠାଘର ତିଆରି କରି ଉପହାର ଦେଇଛନ୍ତି ।

୪.ସ୍ୱପ୍ନର ଗୁରୁଗାଓଁ ସହର କେନ୍ଦ୍ରାପଡା ରାସ୍ତାରେ ଗାଈଗୋରୁ, ହାତ ଟେକିଦେଲେ ପୌରାଧ୍ୟକ୍ଷା

୧୫୩ ବର୍ଷର କେନ୍ଦ୍ରାପଡ଼ା ସହର ଏବେ ଜରାଜୀର୍ଣ୍ଣ ହୋଇପଡିଛି । ସ୍ୱପ୍ନର ଗୁରୁଗାଓଁ ସହର ଏବେ ସହର ଗୋରୁଙ୍କ ଗାଓଁରେ ପରିଣତ ହୋଇଛି ।

୫.ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ବଞ୍ଚାଇବାକୁ ପ୍ରୟାସ, ତାଲିମ ନେଉଛନ୍ତି କନଷ୍ଟେବଳ ଓ ହୋମଗାର୍ଡ

ରାଜ୍ୟରେ ଦିନକ ଦିନ ବୃଦ୍ଧି ହେଉଛି ସଡକ ଦୁର୍ଘଟଣା ଜନିକ ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା କମାଇବାକୁ ଏବେ ଆରମ୍ଭ ହୋଇଛି ଫାଷ୍ଟ ରେସ୍ପଣ୍ଡର ପ୍ରୟାସ ।

୬.ମାରୁତି ସୁଜୁକି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ହରିୟାଣାର ସୋନିପତରେ ହେବ ମାରୁତି ସୁଜୁକି ପ୍ଲାଣ୍ଟ । କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲି ସାମିଲ ହୋଇ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦି ।

୭.ଭାଙ୍ଗିଲା ଟ୍ବିନ୍‌ ଟାୱାର୍ସ, ଜାଣନ୍ତୁ ବିବାଦ ପଛର କାରଣ

ଟ୍ବିନ୍‌ ଟାୱାର୍ସ ଭାଙ୍ଗିବା ପଛର କଣ କାରଣ ହୋଇପାରେ । କଣ ପାଇଁ ଏହି ଟାୱାରକୁ ନେଇ ଏତେ ବିବାଦ ଓ ପରେ ମାମଲା ରୁଜୁ ହୋଇଥିଲା ।

୮.ଅକ୍ଟୋବର 17ରେ ନିର୍ବାଚନ, 19ରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

ଅକ୍ଟୋବର 17 ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଓ 19ରେ ଫଳାଫଳ । ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ।

୯.ଇତିହାସ ପାଲଟିଲା ଟ୍ବିନ ଟାୱାର, ଭାଙ୍ଗିଲା ଦେଶର ସବୁଠୁ ଉଚ୍ଚ କୋଠା

ଦୁର୍ନୀତିର ମହଙ୍ଗା ଫଳ ଦେଖିଲା ବିଶ୍ବ । ମାତ୍ର ୯ ସେକେଣ୍ଡରେ ଇତିହାସ ସୃଷ୍ଟି କଲା ଦେଶର ସବୁଠୁ ଉଚ୍ଚ କୋଠା ଟ୍ବିନ ଟାୱାର ।

୧୦.ପାକିସ୍ତାନଠାରୁ ବିଶ୍ବକପ ପରାଜୟର ପ୍ରତିଶୋଧ ଅପେକ୍ଷାରେ ଭାରତ

ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା । ଭାରତ ୨୦୨୦ ବିଶ୍ବକପ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.