ETV Bharat / bharat

TOP NEWS AT 5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 27, 2022, 5:05 PM IST

ନଜର ପକାନ୍ତୁ 5 PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS AT 5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

୧.Padampur ByPoll: ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, CEOଙ୍କୁ ଭେଟିଲା ବିଜେପି

ପଦ୍ମପୁର ଉପନିର୍ବାଚନରେ ବିଜେଡି ନେତା ଓ ମନ୍ତ୍ରୀ ଗୁଣ୍ଡାଗର୍ଦି କରି ବିଜେପି କର୍ମୀମାନଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି ।

୨.ରଥଯାତ୍ରାକୁ ମିଳିବ UNESCO ମାନ୍ୟତା ! ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ମିଳିପାରେ ୟୁନେସ୍କୋ ମାନ୍ୟତା । ସମ୍ପୂର୍ଣ୍ଣ ଚିଠା ପ୍ରସ୍ତୁତି ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ।

୩.ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଯାଞ୍ଚ ପାଇଁ ପୁରୀରେ ASI ଟିମ

ପୁରୀରେ ପହଞ୍ଚିଲେ ଏଏସଆଇ ଟିମ । ଅତିରିକ୍ତ ଡିଜିଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଯାଞ୍ଚ କରିବ ଏହି ଟିମ ।

୪.ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବିଶ୍ବର ସବୁଠୁ ଉଚ୍ଚ ଶିବ ମୂର୍ତ୍ତି ବିଶ୍ବାସ ସୂରୁପମ୍

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବିଶ୍ବର ସବୁଠୁ ଉଚ୍ଚ ଶିବ ମୂର୍ତ୍ତି ବିଶ୍ବାସ ସୂରୁପମ୍ । ଟିକେଟ କରି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

୫.ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ

ରାଜଧାନୀରେ ହଜାର ହଜାର ଶିକ୍ଷକଙ୍କ ମେଳି । 3 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ।

୬.ମୁଫତିଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ନିର୍ଦ୍ଦେଶ

24 ଘଣ୍ଟା ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବେ ମେହେବୁବା ମୁଫତି ଓ ତିନି ପୂର୍ବତନ ବିଧାୟକ । ନୋଟିସ ଜାରି କଲା ଅନନ୍ତନାଗ ଜିଲ୍ଲା ପ୍ରଶାସନ ।

୭.ହାଓଡା-ବେଙ୍ଗାଲୁରୁ ଦୁରନ୍ତୋ ଏକ୍ସପ୍ରେସରେ ନିଆଁ

ହାଓଡା-ବେଙ୍ଗାଲୁରୁ ଦୁରନ୍ତୋ ଏକ୍ସପ୍ରେସରେ ନିଆଁ । ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲ୍ଲା କୁପମ ଷ୍ଟେସନରେ ଅଟକିଛି ଟ୍ରେନ । ନିଆଁ ଲାଗିଥିବା ବଗିରୁ ଯାତ୍ରୀଙ୍କୁ କରାଗଲା ଉଦ୍ଧାର ।

୮.ଶାଗ ମାଛ ଦରରେ ବିକ୍ରି ହେଉଛି ପାହାଡି ସୀତାଫଳ, ହତାଶ ଆଦିବାସୀ

ବଜାର ସୁବିଧା ନଥିବା ଯୋଗୁଁ ଶାଗମାଛ ଦରରେ ଦଲାଲ ହାତକୁ ଝୁଡି ଝୁଡି ସୀତାଫଳ ଟେକି ଦେଉଛନ୍ତି ରାୟଗଡ଼ାର ସ୍ଥାନିୟ ଆଦିବାସୀ ।

୯.Elgar Parishad Case: ଜେଲରୁ ମୁକୁଳିଲେ ଆନନ୍ଦ ଟେଲଟମ୍ବଡେ

ଏଲଗର ପରିଷଦ ମାଓବାଦୀ ଲିଙ୍କ ମାମଲା । ଜେଲରୁ ମୁକ୍ତ ହେଲେ ଗିରଫ ଅଭିଯୁକ୍ତ ଆନନ୍ଦ ଟେଲଟମ୍ବଡେ ।

୧୦.IND vs NZ 2nd ODI: ଦ୍ବିତୀୟ ଦିନିକିଆରେ ଇନ୍ଦ୍ର ଦେବଙ୍କ କୋପ, ମ୍ୟାଚ୍‌ ରଦ୍ଦ

ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ରଦ୍ଦ ହୋଇଛି । ହାମିଲ୍‌ଟନ୍‌ର ସେଡନପାର୍କ ଷ୍ଟଡିୟମରେ ଏହି ମ୍ୟାଚ୍‌ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.