ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 17, 2022, 3:04 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ପୁରୀରେ ସୂର୍ଯ୍ୟକିରଣ ଜଲୱା, ରିହଲସଲ୍ କଲେ ବାୟୁବୀର

ଭୁବନେଶ୍ବର ପରେ ଆଜି ପୁରୀରେ ସୂର୍ଯ୍ୟକିରଣ ଟିମର ଏୟାର ସୋ' ପ୍ରଦର୍ଶନ । ବେଳାଭୂମିରେ ହଜାର ହଜାର ଲୋକ ଦେଖିଲେ ବାୟୁବୀରଙ୍କ ପରାକ୍ରମ

୨. ନାଲକୋରେ ସୁରକ୍ଷାକର୍ମୀ-ଶ୍ରମିକ ମୁହାଁମୁହିଁ

ନାଲକୋ ପ୍ଲାଣ୍ଟ ପ୍ରବେଶ ପଥ ଖୋଲିବା ନେଇ ସୁରକ୍ଷା କର୍ମୀ (CISF ) ଏବଂ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି

୩. ରାସ୍ତାକଡ ଖାଦ୍ୟ ଷ୍ଟଲରେ CMC ରେଡ୍

ଆକ୍ସନ ମୁଡରେ କଟକ ମହାନଗର ନିଗମ । ବିଭିନ୍ନ ଷ୍ଟ୍ରିଟ୍ ଫୁଡ଼ ଷ୍ଟଲରେ ଅତର୍କିତ ଚଢ଼ାଉ କଲା ସିଏମସି ଖାଦ୍ୟ ସୁରକ୍ଷା ଟିମ୍

୪. ଶାରଳାଙ୍କ ପୀଠରେ ଆଜିଠୁ ଷୋଡଶ ଦିନାତ୍ମକ ପୂଜା

ଜଗତସିଂହପୁର ଇଷ୍ଟଦେବୀ ଝଙ୍କଡ଼ ବାସିନୀ ମା' ଶାରଳାଙ୍କ ପୀଠରେ ଆଜିଠାରୁ ଷୋଡଶ ଦିନାତ୍ମକ ମହାପାର୍ବଣ ପୂଜା ଆରମ୍ଭ ହୋଇଛି

୫. ମିଳୁନି ସହଯୋଗ, ମୁହଁ ଫେରାଉଛନ୍ତି ଆଖୁଚାଷୀ

ଚାଷୀଙ୍କ ଫସଲ ଉଜାଡୁଛନ୍ତି ବନ୍ୟ ଜନ୍ତୁ । ଅନୁଗୋଳ ବ୍ଲକର ବନ୍ଦାଣପଶି ଗାଁରେ ଶହଶହ ଏକର ଆଖୁ ଚାଷ ନଷ୍ଟ । ବନ ବିଭାଗ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଚାଷୀ ଅଭିଯୋଗ କରିଛନ୍ତି

୬. ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଲୋଡ଼ା ହେଲେ ଜଗନ୍ନାଥ

ପୁଣିଥରେ କୋଟିଆ ଓଡିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛାତରେ ଅଲୋଡା ହୋଇ ପଡିଲେ ଜଗନ୍ନାଥଙ୍କ ଭଙ୍ଗା ପ୍ରତିମା

୭. ମଦ ପିଇବା ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଥାନା ଅଞ୍ଚଳରୁ ଚାରିଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ମଦ ପିଇବା ନେଇ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି

୮. ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି ? ଭୋଗିବେ ଏହି ସବୁ ସମସ୍ୟା

ସ୍ମାର୍ଟଫୋନ ହେଉ ଏବା ଟାବ୍ଲେଟରୁ ବିକିରଣ ହେଉଥିବା ନୀଳ ଆଲୋକ ପ୍ରଭାବରେ ହର୍ମୋନ ସ୍ତର ପ୍ରଭାବିତ ହେବା ସହ ପ୍ରିମେଚର ପବର୍ଟି(ଆଗୁଆ ଯୌବନାବସ୍ଥା) ଆଶଙ୍କା ବୃଦ୍ଧି ପାଇପାରେ(Excessive use of smartphone may affect puberty)

୯. PM Modi Birthday: ବି-ଟାଉନରୁ ଛୁଟିଲା ମୋଦିଙ୍କୁ ଶୁଭେଚ୍ଛା ସୁଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଅନୁପମ ଖେରଙ୍କଠୁ ନେଇ କଙ୍ଗନା ରଣାୱତଙ୍କ ସମେତ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି

୧୦. ମାଳଦ୍ୱୀପରେ ଛୁଟି ମନାଉଛନ୍ତି ସନ୍ନି ଲିଓନି, ଫଟୋ ଭାଇରାଲ

ସନ୍ନି ଲିଓନି ପୁଣି ଥରେ ତାଙ୍କର ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି । ସନ୍ନି ଲିଓନି ବର୍ତ୍ତମାନ ମାଳଦ୍ୱୀପରେ ଏନଜୟ କରୁଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.