ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 8, 2022, 3:01 PM IST

୧.Amit Shah Visit: ସ୍ବାଗତ ପାଇଁ ଆସିଲେନି ଗୃହ ସଚିବ ଓ ପୋଲିସ DG, ସାଂସଦ ଅପରାଜିତାଙ୍କ କ୍ଷୋଭ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ବାଗତ ସମୟରେ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଉପସ୍ଥିତ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

୨.Booster Dose Vaccination: ପ୍ରତି ବ୍ଲକରେ ବୁଲିବ ୪ଟି ମୋବାଇଲ ଟିମ

ଟୀକାକରଣ ଲାଗି ପ୍ରତି ବ୍ଲକରେ ୪ଟି ମୋବାଇଲ ଭ୍ୟାନ ଟିମ ନିୟୋଜିତ ହେବ ବୋଲି କହିଛି ବିଭାଗ ।

୩.ଶ୍ରାବଣ ମାସର ଶେଷ ସୋମବାର, ଶିବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଶ୍ରାବଣ ମାସର ଶେଷ ସୋମବାର ଅବସରରେ କଳାହାଣ୍ଡିର ବିଭିନ୍ନ ଶୈବପୀଠରେ ଜମିଛି କାଉଡ଼ିଆଙ୍କ ପ୍ରବଳ ଭିଡ଼ ।

୪.Amit Shah Visit: କଟକରେ ଶାହ, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଜଣାଇଲେ ଶ୍ରଦ୍ଧାଞ୍ଜଳି

୨ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ।

୫.BJP କର୍ମୀଙ୍କ ଘରେ ବୁଲିଲା ବୁଲଡୋଜର, ମହିଳାଙ୍କୁ କରିଥିଲେ ଦୁର୍ବ୍ୟବହାର

ବିଜେପି କର୍ମୀ କହୁଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଘରେ ବୁଲିଛି ବୁଲଡୋଜର । ନୋଏଡା ପ୍ରଶାସନ ଜବରଦଖଲ ଉଚ୍ଛେଦ ନାମରେ ବୁଲଡୋଜର ଚଲାଇଛି ।

୬.ଜମ୍ମୁରେ ବଢୁଛି ଆତଙ୍କୀ କାର୍ଯ୍ୟକଳାପ, ଛାପା ମାରିଲା NIA

ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର (National Investigation Agency) ଅଭିଯାନ ଜାରି ରହିଛି । ଆଜି (ସୋମବାର) ଜମ୍ମୁ ଏବଂ ଡୋଡାର ବିଭିନ୍ନ ଅଞ୍ଚଳରେ NIA ପକ୍ଷରୁ ଚଢାଉ କରାଯାଇଛି ।

୭.CWG 2022: ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କ୍ରିକେଟରେ ପ୍ରଥମ ପଦକ ସ୍ବତନ୍ତ୍ର

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସମସ୍ତ ପଦକ ବିଜେତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୮.ଆଖି ସାମ୍ନାରେ ମାଟିରେ ମିଶିଗଲା ଦୁଇ ମହଲା କୋଠା

କେରଳ-କର୍ଣ୍ଣାଟକ ସୀମାରେ ଥିବା ସୁଙ୍କଦାକେର୍ଟେରେ ଏକ ୧୦ ବର୍ଷର ପୁରୁଣା କୋଠା ଭୁଶୁଡି ପଡିଛି ।

୯.ତେଲେଙ୍ଗାନା ବୁଣାକାରଙ୍କ କମାଲ, ତିଆରି କଲେ ସୁଗନ୍ଧମୟ ଶାଢୀ

ସୁଗନ୍ଧମୟ ଶାଢୀ ବୁଣି ଚର୍ଚ୍ଚାରେ ତେଲେଙ୍ଗାନା ସିଲସିଲ୍ଲାର ବୁଣାକାର ନାଲା ବିଜୟ ।

୧୦.CWG 2022: ଟେବୁଲ ଟେନିସରେ ଶରତ ଓ ଶ୍ରୀଜାଙ୍କୁ ସ୍ବର୍ଣ୍ଣ

ଟେବୁଲ ଟେନିସ ମିଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି କମଲ ଓ ଶ୍ରୀଜା ଆକୁଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.