ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 12, 2022, 11:02 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS
TOP NEWS

1.ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଅଶୋଭନୀୟ ମନ୍ତବ୍ୟ: କହିଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?

ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ବିରୁଦ୍ଧରେ ଅଶୋଭନୀୟ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ । ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି କହି କଟାକ୍ଷ କଲେ ।

2.Padmapur ByPoll: ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ଶତାଧିକ ବିରୋଧି କର୍ମୀ

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି । ଶାସକ ଦଳରେ ମିଶିଲେ ଶତାଧିକ ବିରୋଧି କର୍ମୀ ।

3.ଦେଶର ପ୍ରଥମ ଘରୋଇ ରକେଟ୍ Vikram-S ଉତ୍‌କ୍ଷେପଣ ସମୟ ଧାର୍ଯ୍ୟ

ଆସନ୍ତା ମଙ୍ଗଳବାର(ନଭେମ୍ବର) 15ରେ ଉତ୍‌କ୍ଷେପଣ ହେବ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ ।

4.ବେଆଇନ ଲିଙ୍ଗ ନିରୂପଣ ସୂଚନା ଦେଲେ ମିଳିବ 25 ହଜାର ପୁରସ୍କାର

ରାଜ୍ୟରୁ ବେଆଇନ ଲିଙ୍ଗ ନିରୂପଣ ହ୍ରାସ ନେଇ ସରକାରଙ୍କ ଉଦ୍ୟମ । ଲିଙ୍ଗ ନିରୂପଣ ସମ୍ପର୍କରେ ସୂଚନା ଦେଲେ ମିଳିବ 25 ହଜାର ଟଙ୍କାର ପୁରସ୍କାର ।

5.ଧାମନଗର ପରାଜୟ ପଛରେ ରହିଛି ପରିଚାଳନା ତ୍ରୁଟି: ବିଜେଡି ବିଧାୟକ

ଧାମନଗର ଉପ ନିର୍ବାଚନରେ ପରାଜୟ ନେଇ କାରଣ ଖୋଜୁଛି ବିଜୁ ଜନତା ଦଳ । ଏ ନେଇ ସମୀକ୍ଷାର ଆବଶ୍ୟକ ଥିବା ଦଳର ବରିଷ୍ଠ ନେତା କହୁଛନ୍ତି ।

6.ପୁଣି ଯୌତୁକ ଜୁଇରେ ଜଳିଲା ବଧୂ ! ନୟାଗଡ଼ରେ ବଧୂ ହତ୍ୟା ଅଭିଯୋଗ ଆଣିଲେ ପରିବାର

ନୟାଗଡ ଜିଲ୍ଲା ରାଜସୁନାଖଳା ଗ୍ରାମ ପଞ୍ଚାୟତରେ ଅଭାବନୀୟ ଘଟଣା । ଯୌତୁକ ପାଇଁ ବଧୂ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାରଲୋକେ ।

7.ମେଡିକାଲ ପରିସରରୁ ଚୋରି, ଚୋରକୁ ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ

ମେଡିକାଲରୁ ଚୋରି କରୁଥିବା ବେଳେ ଚୋରକୁ ନିର୍ଦ୍ଧୁମ ମାଡ । ଯୁବକଙ୍କୁ ଉଦ୍ଧାର କଲା ପୋଲିସ ।

8.ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ, ବିଗିଡିଲା କଂଗ୍ରେସ ନେତାଙ୍କ ସ୍ବାସ୍ଥ୍ୟବସ୍ଥା

ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ଅନଶନ । ବିଗିଡିଲା ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ମଲ୍ଲିକଙ୍କ ସ୍ବାସ୍ଥ୍ୟବସ୍ଥା ।

9.T20 World Cup: କିଏ ହେବ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ, ରେସ୍‌ରେ ୯ ଖେଳାଳି

ଭାରତୀୟ କ୍ରିକେଟ ପରିଷଦ ( ICC ) ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ 9 ଜଣ ଖେଳାଳିଙ୍କ ନାମ ସର୍ଟଲିଷ୍ଟ କରିଛି ।

10.ୟୁଏଇରେ ଶାହାରୁଖ ଖାନ୍‌ଙ୍କୁ ମିଳିଲା ଗ୍ଲୋବାଲ ଆଇକନ୍‌ ଆଓ୍ବାର୍ଡ

ୟୁଏଇ ସରକାର ଶାହାରୁଖଙ୍କୁ ଗ୍ଲୋବାଲ ଆଇକନ୍‌ ଅଫ୍‌ ସିନେମା ଆଣ୍ଡ କଲ୍ଚର ନେରେଟିଭ୍‌ ପୁରସ୍କାର ପ୍ରଦାନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.