ETV Bharat / bharat

TOP NEWS 11 AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 8, 2022, 11:10 AM IST

1.କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶ୍ରୀଜୀଉଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

2.ଶିକାରୀର ତୀର ମାଡରେ ମାଆ ହାତୀ ସହ ଶାବକର ମୃତ୍ୟୁ

ଶିକାରୀର ତୀର ମାଡରେ ମାଆ ହାତୀ ସହ ଶାବକର ମୃତ୍ୟୁ । କେନ୍ଦୁଝର ତେଲକୋଇ ରେଞ୍ଜରେ ଘଟିଛି ଏହି ହୃଦୟ ବିଦାରକ ଘଟଣା ।

3.ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାତିରୁ ଡଙ୍ଗା ଭସାଇଲେ କଟକବାସୀ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନରେ ବଡି ବିଳମ୍ବିତ ରାତିରୁ ଡଙ୍ଗା ଭସାଇଛନ୍ତି କଟକବାସୀ ।

4.ମିଳିଲାନି ଆମ୍ବୁଲାନ୍ସ, କୋଳରେ ପୁତୁରା ମୃତଦେହ ଧରି ବାଇକରେ ହସ୍ପିଟାଲ ଗଲେ ଦାଦା

ମିଳିଲାନି ଆମ୍ବୁଲାନ୍ସ । କୋଳରେ ପୁତୁରା ମୃଦଦେହ ଧରି କାନ୍ଦି କାନ୍ଦି ବାଇକରେ ହସ୍ପିଟାଲ ଗଲେ ଦାଦା ।

5.କାର୍ତ୍ତିକ ପୂର୍ଣ୍ଣମାରେ ଚଳଚଞ୍ଚଳ ବାଲେଶ୍ୱର, ଆ-କା-ମା-ବୈରେ ଗୁଞ୍ଜରିତ ହେଲା ଗାଁଠୁ ସହର

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣମା ପାଇଁ ଚଳଚଞ୍ଚଳ ବାଲେଶ୍ବର ସହର ।

6.ଜାତିସଂଘ ଜଳବାୟୁ ପରିବର୍ତ୍ତନ ବୈଠକରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦବୋଧନ

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ମହାସଚିବ ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଆଗୁଆ ସତର୍କତା ।

7.କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

8.ଚନ୍ଦ୍ର ଗ୍ରହଣ ସମୟରେ ଆମିଷ ଭୋଜନକୁ ବିରୋଧ କରିବ ବଜରଙ୍ଗ ଦଳ

ଚନ୍ଦ୍ରଗ୍ରହଣ ସମୟରେ ସାଧାରଣ ଜନତାଙ୍କୁ ଆମିଷ ଭୋଜନ କରାଇଲେ ଏହାର ଜୋରଦାର ବିରୋଧ କରିବ ବୋଲି ବଜରଙ୍ଗ ଦଳ ଚେତାବନୀ ଦେଇଛି ।

9.T20 World Cup: ଅଭ୍ୟାସବେଳେ ଆହତ ରୋହିତ, ସେମିଫାଇନାଲ ପୂର୍ବରୁ ଭାରତକୁ ଝଟ୍‌କା

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ।

10.ମହିଳାଙ୍କ ଉନ୍ନତିରେ ବାଧା ଉପୁଯାଏ ପରିବାରର ଚାପ, ହିଂସା ଓ ସାମାଜିକ ମାନଦଣ୍ଡ: ନନ୍ଦିତା ଦାସ

ଅଭିନେତ୍ରୀ-ନିର୍ଦ୍ଦେଶିକା ନନ୍ଦିତା ଦାସ ଦିଲ୍ଲୀର ଆଇଏଲ୍ଏସ୍ଏସ୍ ଏମର୍ଜିଂ ଓ୍ବିମେନ ଲିଡରସିପ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.