ETV Bharat / bharat

TOP NEWS 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9AM
TOP NEWS 9AM
author img

By

Published : Nov 16, 2022, 9:01 AM IST

1.ପୋଲାଣ୍ଡରେ ଋଷର ମିସାଇଲ ଆଟାକ, 2 ସାଧାରଣ ନାଗରିକ ମୃତ

ପୋଲାଣ୍ଡରେ ଋଷର ମିସାଇଲ ଆଟାକ । ପୋଲାଣ୍ଡରେ ମିସାଇଲ ମାଡରେ 2 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି ।

2.ପୋଲାଣ୍ଡ ଉପରେ ଋଷର ମିସାଇଲ ଆଟାକ, ବାଲିରେ ଜରୁରୀ ବୈଠକ ଡାକିଲେ ବାଇଡେନ

ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ଋଷର ମିସାଇଲ ପଡିଛି । ଏହାପରେ ବାଲିରେ ଜରୁରୀ ବୈଠକ ଡାକିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

3.ସୁରଭି ୨୦୨୨ ଦ୍ବିତୀୟ ଦିନ: ଆକର୍ଷଣ ସାଜିଲା ଛାୟା ବିଧାନସଭା

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ । କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଆକର୍ଷଣ ସାଜିଲା ଛାୟା ବିଧାନସଭା ।

4.Railway Catering services: ଏଣିକି ଟ୍ରେନରେ ମିଳିବ ମନପସନ୍ଦର ଖାଦ୍ୟ

ଟ୍ରେନ କ୍ୟାଟରିଙ୍ଗ ସେବା (Catering services)ରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁ (MENU )କୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସି (IRCTC )ରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

5.SBI ଗ୍ରାହକଙ୍କୁ ଝଟକା: ସୁଧହାର ବଢାଇଲା ବ୍ୟାଙ୍କ, ଦେବାକୁ ପଡିବ ଅଧିକ EMI

ଗ୍ରାହକଙ୍କୁ ବଡ ଝଟକା ଦେଲା ଭାରତୀୟ ଷ୍ଟେଟ ବ୍ୟାଙ୍କ । ପୁଣିଥରେ ସୁଧହାର ବଢାଇଲା ଏସବିଆଇ ।

6.World COPD Day 2022: ଫୁସ୍‌ଫୁସ୍‌ରେ ରହିଛି ଜୀବନ, ଅବହେଳା ପହଞ୍ଚାଇପାରେ କ୍ଷତି

କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପୁଲମୋନାରୀ ଡିଜିଜ୍ ବା COPD ରୋଗ ବାବଦରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 16କୁ ବିଶ୍ବ COPD ଦିବସ ଭାବେ ପାଳନ କରାଯାଏ ।

7.ପ୍ରେମିକାକୁ ଗଳାକାଟି ହତ୍ୟା କରିବା ପରେ ଟ୍ରେନ ଆଗକୁ ଡେଇଁଲା ପ୍ରେମିକ

ପ୍ରେମିକାକୁ ଗଳାକାଟି ହତ୍ୟା କରିବା ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲା ପ୍ରେମିକ ।

8.କର୍ଣ୍ଣାଟକରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା

କର୍ଣ୍ଣାଟକ କାଲାବୁରାଗିରେ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା (BJP leader murder in Karnataka)। ସୋମବାର ରାତିରେ ଘଟିଛି ହତ୍ୟାକାଣ୍ଡ ।

9.ଟିମ୍ ଇଣ୍ଡିଆକୁ ଫେରିବେ କ୍ୟାପ୍‌ଟେନ୍ କୁଲ, ମିଳିବ ବଡ ଦାୟିତ୍ୱ !

ଟି୨୦ ଫର୍ମାଟର ଏକ୍ସପୋର୍ଟ ମହେନ୍ଦ୍ର ସିଂ ଧୋନୀଙ୍କୁ ୨୦୨୪ ଟି୨୦ ବିଶ୍ବକପ ପାଇଁ କୌଣସି ଏକ ଗୁରୁଦାୟିତ୍ବ ଦେଇପାରେ ବିସିସିଆଇ ।

10.ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣାଙ୍କ ପରଲୋକ

ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ବାପା ତଥା ଅଭିନେତା କୃଷ୍ଣାଙ୍କ ପରଲୋକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.