ETV Bharat / bharat

ସଞ୍ଜୟ ରାଉତଙ୍କ ଉପରେ EDର କାର୍ଯ୍ୟାନୁଷ୍ଠାନ, ଜବତ ହେଲା ସମ୍ପତ୍ତି

author img

By

Published : Apr 5, 2022, 3:51 PM IST

ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ସଞ୍ଜୟ ରାଓ୍ବତଙ୍କ ସମ୍ପତ୍ତି ଜବତ କଲା ED
ସଞ୍ଜୟ ରାଓ୍ବତଙ୍କ ସମ୍ପତ୍ତି ଜବତ କଲା ED

ମୁମ୍ବାଇ: ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ କାର୍ଯ୍ଯାନୁଷ୍ଠାନ । 1034 କୋଟିର ପାତ୍ର ଚାଓ୍ବାଲା ଲ୍ୟାଣ୍ଡ ସ୍କାମ ମାମଲାରେ ସଞ୍ଜୟଙ୍କ ସମ୍ପତ୍ତି ଜବତ କରିଛି ସଂସ୍ଥା । ଗତ କିଛି ଦିନ ଧରି ସଞ୍ଜୟ ଏହି ମାମଲାରେ ତଦନ୍ତକାରୀ ସଂସ୍ଥାର ନଜରରେ ଥିଲେ । ତେବେ ଆଜି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକାଧିକ ସ୍ଥାନରେ ଚଢାଉ କରି ସମ୍ପତ୍ତି ଜବତ କରାଯାଇଥିବା ସୂଚନା ମିଳିଛି ।

  • Enforcement Directorate attached Shiv Sena leader Sanjay Raut's property in connection with Rs 1,034 crore Patra Chawl land scam case, the agency said.

    (File pic) pic.twitter.com/ocaQgh2Jnt

    — ANI (@ANI) April 5, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ ଆଜି ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ସଞ୍ଜୟଙ୍କ ଆଲିବାଗରେ ଥିବା 8ଟି ଲ୍ୟାଣ୍ଡ ଏବଂ ଦାଦାରରେ ଥିବା ଗୋଟିଏ ଫ୍ଲାଟ ରହିଛି । ଅନ୍ୟପଟେ ସଞ୍ଜୟଙ୍କ ଘନିଷ୍ଠ ବନ୍ଧୁ କୁହାଯାଉଥିବା ପ୍ରବୀଣ ରାଉତଙ୍କୁ ଇଡି ଗିରଫ କରିଥିବା ମଧ୍ୟ ସୂଚନା ମିଳିଛି । ଏପରି କାର୍ଯ୍ୟାନୁଷ୍ଠାନ ପରେ ଟ୍ବିଟ କରି ସତ୍ୟମେବ ଜୟତେ ବୋଲି ପୋଷ୍ଟ କରିଛନ୍ତି ସଞ୍ଜୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.