ETV Bharat / bharat

ବାନ୍ଦିପୋରା ଏନକାଉଣ୍ଟର: ୨ ଆତଙ୍କୀ ନିପାତ

author img

By

Published : Sep 26, 2021, 10:19 AM IST

Updated : Sep 26, 2021, 12:25 PM IST

ଆଜି ଜମ୍ମୁକାଶ୍ମୀର ବାନ୍ଦିପୋରାର ଓ୍ବାଟିନାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଯାଇଛି । ଏଥିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି । ଅଧିକ ପଢନ୍ତୁ...

ବାନ୍ଦିପୋରା ଓ୍ବାଟିନାରେ ଏନକାଉଣ୍ଟର ଜାରି
ବାନ୍ଦିପୋରା ଓ୍ବାଟିନାରେ ଏନକାଉଣ୍ଟର ଜାରି

ଶ୍ରୀନଗର: ବାନ୍ଦିପୋରାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁକାଶ୍ମୀର ବାନ୍ଦିପୋରାର ଓ୍ବାଟିନାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ବାନ୍ଦିପୋରାର ୱାଟନିରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ନେଇ କାଶ୍ମୀର ଜୋନ ପୋଲିସ ତରଫରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । ତେବେ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୂଚନାଅନୁଯାୟୀ ଉକ୍ତ ଅଞ୍ଚଳରେ ଏକ ଘରେ ୨ରୁ ୩ଜଣ ଆତଙ୍କବାଦୀ ଥିବା ସୁରକ୍ଷାକର୍ମୀ ଜାଣିବାକୁ ପାଇଥିଲା । ଏହା ପରେ ସର୍ଚ୍ଚ ଅପରେସନ ସମୟରେ ପରସ୍ପର ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 26, 2021, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.