ETV Bharat / bharat

ରଜୌରୀରେ ଏନକାଉଣ୍ଟର, ୨ ଆତଙ୍କୀ ସଫା

author img

By

Published : Aug 6, 2021, 1:24 PM IST

Updated : Aug 6, 2021, 2:10 PM IST

ପୁଣି ଅଶାନ୍ତ ହେଲା ସୀମା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଜମ୍ମୁ କାଶ୍ମୀରର ରଜୌରୀରେ ସେନା ପକ୍ଷରୁ ଏନକାଉଣ୍ଟର ଜାରି ରହିଛି । ଏଥିରେ ୨ ଆତଙ୍କବାଦୀ ଟଳି ପଡିଛନ୍ତି । ଅଧିକ ପଢନ୍ତୁ...

Encounter breaks out in J&K's Rajouri
ଆଶାନ୍ତ ସୀମା: ରଜୋରୀରେ ଏନକାଉଣ୍ଟର ଜାରି

ଶ୍ରୀନଗର: ପୁଣି ଅଶାନ୍ତ ହେଲା ସୀମା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଜମ୍ମୁ କାଶ୍ମୀରର ରଜୌରୀରେ ସେନା ପକ୍ଷରୁ ଏନକାଉଣ୍ଟର ଆରମ୍ଭ ହୋଇଛି । ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁସାରେ, ଥାନାମଣ୍ତି ରଜୌରୀରେ ଆତଙ୍କୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ଓ ପୋଲିସ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ନେଇଥିଲେ ।

ପରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆରମ୍ଭ ହୋଇଯାଇଥିଲା ଅପରେସନ । ଆତଙ୍କବାଦୀମାନେ ସେନା ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । ଯାହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଆଉ ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

@ANI

Last Updated : Aug 6, 2021, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.