ETV Bharat / bharat

Antanag Encounter: ସେନା ଗୁଳିରେ 2 ଆତଙ୍କୀ ନିହତ

author img

By

Published : Jun 16, 2022, 5:38 PM IST

କଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟରରେ ସେନାକୁ ସଫଳତା । 2 ଆତଙ୍କୀ ନିପାତ ।ଏବେ ବି ଗୁଳି ବିନିମୟ ଜାରି । ଘଟଣାସ୍ଥଳକୁ କର୍ଡନ କରିଛି ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ । ଅଧିକ ପଢନ୍ତୁ

କାଶ୍ମୀରର ଅନନ୍ତନାଗରେ ଏନକାଉଣ୍ଟରରେ ସଫଳତା: 2 ଆଥଙ୍କୀ ନିପାତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରାନାଗ ଅଞ୍ଚଳରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ସେନାକୁ ସଫଳତା । 2 ଆତଙ୍କୀଙ୍କୁ ନିପାତ କରାଯାଇଥିବା କାଶ୍ମୀର ପୋଲିସ ସ୍ପଷ୍ଟ କରିଛି । ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଜାରି ରହିଛି ।

ଏହି ଏନକାଉଣ୍ଟରରେ CRPF ଓ ସ୍ଥାନୀୟ ପୋଲିସର ଯବାନ ନିୟୋଜିତ ହୋଇଛନ୍ତି । ଗୁଳି ବିନିମୟ ଜାରି ରହିଥିବା ବେଳେ 2 ଆତଙ୍କୀଙ୍କୁ ସଫା କରାଯାଇଛି । ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଫସି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.