ETV Bharat / bharat

Encounter At Anantnag: ଜଣେ ସୁରକ୍ଷାକର୍ମୀ ଆହତ

ଅନନ୍ତନାଗ ଜିଲ୍ଲାର ଡୋରୁ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି । ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ସୂଚନା । ହସ୍ପିଟାଲକୁ ସ୍ଥାନାନ୍ତରିତ । ଅଧିକ ପଢନ୍ତୁ

Encounter at Anantnag: ଜଣେ ସୁରକ୍ଷାକର୍ମୀ ଆହତ

author img

By

Published : Dec 29, 2021, 8:43 PM IST

ଶ୍ରୀନଗର: କାଶ୍ମୀରର ଅନନ୍ତନାଗ ଜିଲ୍ଲାର ନୋରଗାମ ଶାହାବାଦ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର । ଉକ୍ତ ସ୍ଥାନରେ ଆତଙ୍କୀ ଗତିବିଧି ନେଇ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ । ତେବେ ଏହି ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ଦେଇଛି କାଶ୍ମୀର ପୋଲିସ ।

  • #Encounter has started at Nowgam Shahabad, Dooru area of #Anantnag. In the initial firing, 01 police personnel got injured & was shifted to hospital. Police & SFs are on the job. Further details shall follow. @JmuKmrPolice

    — Kashmir Zone Police (@KashmirPolice) December 29, 2021 " class="align-text-top noRightClick twitterSection" data=" ">

ତେବେ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆହତ ସୁରକ୍ଷାକର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉକ୍ତ ସ୍ଥାନକୁ କର୍ଡନ କରି ସୁରକ୍ଷା ବଳ ସର୍ଚ୍ଚ ଅପରେସନ କଡାକଡି କରିଥିବା ମଧ୍ୟ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.