ETV Bharat / bharat

Covid Situation In India: ଆଜି ସ୍ବାସ୍ଥ୍ୟ ସଚିବଙ୍କ ସହ ECଙ୍କ ବୈଠକ - EC To Discuss Covid Situation with top health officials

ଆସନ୍ତାବର୍ଷ ଗୋଆ, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ହେବ ବିଧାନସଭା ନିର୍ବାଚନ । ମତଦାନ ତାରିଖ ଘୋଷଣା ପୂର୍ବରୁ ଆଜି ସ୍ବାସ୍ଥ୍ୟ ସଚିବଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ । ଅଧିକ ପଢନ୍ତୁ

କୋରୋନା ସ୍ଥିତି ନେଇ ଆଜି ସ୍ବାସ୍ଥ୍ୟ ସଚିବଙ୍କ ସହ ECଙ୍କ ବୈଠକ

author img

By

Published : Dec 27, 2021, 8:21 AM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ (Assembly Election 2022) । ଏନେଇ ନିର୍ବାଚନ ଆୟୋଗ (Election Commission of India) ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆଜି କୋରୋନା ସ୍ଥିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଆଲୋଚନା କରିବେ ।

ଦେଶରେ କୋରୋନା ସ୍ଥିତି (Covid Situation in India) ଓ ବୃଦ୍ଧି ହେଉଥିବା ଓମିକ୍ରନ (Omicron)ମାମଲାକୁ ନେଇ ସ୍ବାସ୍ଥ୍ୟ ସଚିବଙ୍କଠାରୁ ଅବଗତ ହେବେ ନିର୍ବାଚନ ଆୟୋଗ । ଏହାପରେ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିବେ ନିର୍ବାଚନ କମିଶନ । ଆସନ୍ତାବର୍ଷ ଗୋଆ, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ରହିଛି । ତେବେ ଏହା ପୂର୍ବରୁ ଆଜି କୋରୋନା ଓ ଓମିକ୍ରନ ସ୍ଥିତି ବିଷୟରେ ଅବଗତ ହେବେ ନିର୍ବାଚନ ଆୟୋଗ । ଅବଗତ ହେବା ପରେ ନିର୍ବାଚନ ମତଦାନ ତାରିଖ ଘୋଷଣା କରିପାରନ୍ତି ଇସି । ଆଜି ହେବାକୁ ଥିବା ବୈଠକରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.