ETV Bharat / bharat

ଅତ୍ୟଧିକ ଗରମ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସତର୍କ

author img

By

Published : Jan 7, 2022, 10:01 AM IST

ଅଧିକାଶଂ ଲୋକ ଶୀତ ଦିନେ ଗରମ ପାଣି ପିଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଗରମ ପାଣି ସେବନ ଦ୍ବାରା ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଅଧିକ ପଢନ୍ତୁ

ଅତ୍ୟଧିକ ଗରମ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସତର୍କ
ଅତ୍ୟଧିକ ଗରମ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସତର୍କ

ହାଇଦ୍ରାବାଦ: ଜଳ ହିଁ ଜୀବନ । ମାନବ ଶରୀର ପ୍ରାୟ ୭୦ ପ୍ରତିଶତ ଜଳକୁ ନେଇ ଗଠିତ । ଅଧିକାଶଂ ଲୋକ ଶୀତ ଦିନେ ଗରମ ପାଣି ପିଇବା ପାଇଁ ପସନ୍ଦ କରିଥାନ୍ତି । ଗରମ ପାଣି ପିଇବା ଦ୍ବାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ କିନ୍ତୁ ସବୁଦିନ ଗରମ ପାଣି ସେବନ ଦ୍ବାରା ଏହା ଶରୀର ଉପରେ କୁ ପ୍ରଭାବ ପକାଇଥାଏ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ଗରମ ପାଣି ସେବନ ଦ୍ବାରା ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

ଜାଣନ୍ତୁ ଗରମ ପାଣିର ଶରୀର ଉପରେ କୁପ୍ରଭାବ

୧. ଆବଶ୍ୟକତା ଠାରୁ ଅଧିକ ଗରମ ପାଣି ପିଇବା ଦ୍ବାରା ମସ୍ତିଷ୍କ ଓ ରକ୍ତ ସଞ୍ଚାଳନ ପ୍ରଣାଳୀ ଉପରେ ଗଭୀର ଚାପ ପଡିବା ସହ ନିଶ୍ବାସ ପ୍ରଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ ।

୨. ରାତିରେ ଶୋଇବା ସମୟରେ ଗରମ ପାଣି ପିଇବା ଦ୍ବାରା ଡିହାଇଡ୍ରେସନ ଭଳି ସମସ୍ୟା ଦେଖାଦେଇଖଥାଏ । ଏଭଳି ସ୍ଥିତିରେ ଏହା କିଡନୀ ଉପରେ ଅଧିକ ପ୍ରଭାବ ପଡିବାର ସମ୍ଭାବନା ରହିଥାଏ ।

୩. ରକ୍ତକୋଷ ମଧ୍ୟରେ ସନ୍ତୁଳତା ବଜାଇ ରହିନଥାଏ । ଏହା ମସ୍ତିଷ୍କ ଉପରେ ଚାପ ପକାଇବା ସହ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇଥାଏ ।

୪. ଅତ୍ୟଧିକ ଗରମ ପାଣି ସେବନ ଦ୍ବାରା ଓଠ, ପାଟି ଓ ଜିଭ ଉପରେ ଗଭୀର ପ୍ରଭାବ ପଡିଥାଏ । ବାରମ୍ବାର ପରିସ୍ରା ମଧ୍ୟ ହୋଇଥାଏ ।

୫. ଖାଦ୍ୟ ସେବନ ପରେ ଗରମ ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟାରେ ବିଳମ୍ବ ହୋଇଥାଏ ଏବଂ ଆଭ୍ୟନ୍ତରୀଣ ଅଙ୍ଗ ଉପରେ ମଧ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ କାରଣ ଗରମ ଜଳର ତାପମାତ୍ରା ଶରୀର ତାପମାତ୍ରା ଠାରୁ ଅଧିକ ରହିଥାଏ । ପରିସ୍ରାରେ ମଧ୍ୟ ଅସୁବିଧା ହୋଇଥାଏ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.